ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।
ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।
ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।
ନିୟମ ଖିଲାପ କରିବାରୁ ଦଣ୍ଡ । କ’ଣ ରହିଛି ପୂରା ଘଟଣା, ପଢ଼ନ୍ତୁ . .
ଦିନେ ଟିଟିପି ସଂଗଠନକୁ ନିଜେ ପାକିସ୍ତାନ ପ୍ରୋତ୍ସାହନ ଦେଇଥିଲା, ହେଲେ ଏବେ ବାଜି ଓଲଟିଯାଇଛି
ହିଡେନ୍ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।
ପେଶୱାରରେ ଏକ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଖବର ଅନୁଯାୟୀ ଏକ ଉଚ୍ଚ ସୁରକ୍ଷା ଅଞ୍ଚଳରେ ଜନଗହଳି ଥିବା ଏକ ମସ୍ଜିଦ୍ରେ ଅପରାହ୍ନରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି।
ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ବ୍ରିଟେନ୍ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଛି। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଛି। ପ୍ରାୟ ୯ଠ% ହସ୍ପିଟାଲ୍ରେ ରୋଗୀ ବିନା ବେଡ୍ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଛି।
ମୃତ୍ୟୁ କେତେବେଳେ କାହା ଜୀବନରେ କେମିତି ଆସିବ ତାହା କେହିବି କହିପାରିବେନି। ହେଲେ କିଛି ଲୋକ ନିଜ ମୃତ୍ୟୁକୁ ନେଇ ମିଛ ଅଭିନୟ କରିଥାନ୍ତି। ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ଥିବାବେଳେ ସତ ଜଣାପଡ଼ିବା ପରେ ସେମାନଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଥାଏ।
ମୃତ୍ୟୁ ସତରେ ଖୁବ୍ ନିଷ୍ଠୁର । କେତେବେଳେ ଯେ ମାଡ଼ି ଆସେ ଜଣାପଡ଼େ ନାହିଁ ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍
ଅସୁସ୍ଥ ମା’ର ସେବାଯତ୍ନ ପାଇଁ ଯାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଗୁଗଲ ।
ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।
କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।
ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।
ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଛି।
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।