• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Sunrise
ଚାରିମାସ ହେଲା ଅନ୍ଧାର ଥିଲା ପୁରା ମହାଦେଶ, ଏବେ ହେଲା ସୂର୍ଯ୍ୟୋଦୟ

୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।

Alcohol In japan
କି ଅଜବ ଚିନ୍ତା ! ସରକାର କହୁଛନ୍ତି ମଦ ପିଅ, ଅର୍ଥନୀତିକୁ ସୃଦୃଢ଼ କର

ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର । 

  • Monday, 22 August 2022
Amazon Delivery Boy Now Becomes Millionaire
କାଲି ଥିଲେ ଡେଲିଭରି ବୟ, ଆଜି ହେଲେ କୋଟିପତି: ପାଖରେ ୨ କୋଟିର କାର୍‌, ୪ କୋଟିର ଆପାର୍ଟମେଣ୍ଟ୍‌

ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି। 

Wedding Invitation
ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲି ଅପ୍‌ଡେଟ୍‌ ନେବାକୁ କହିଲେ କନ୍ୟା..!

ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।

Flight
୩୭ ହଜାର ଫୁଟ୍ ଉପରେ ବିମାନ ଉଡ଼ାଉଥିଲେ, ଶୋଇପଡ଼ିଲେ; ତାପରେ...

ସୁଡାନ୍‌ରୁ ଇଥୋପିଆ ଯାଉଥିବା ଇଥୋପିଆନ୍‌ ଏୟାରଲାଇନ୍‌ସର ଫ୍ଲାଇଟ୍‌ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।

ପାଣିରେ ବୁଡ଼ିବା ପୂର୍ବରୁ ବିଶାଳ ଜାହାଜ ଟାଇଟନିକର ଶେଷ ଫଟୋ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ: ଦେଖନ୍ତୁ କିଛି ନିଆରା ଫଟୋ...

ପ୍ରତିବର୍ଷ ପରି ଆଜିର ଦିନରେ ପାଳନ ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ତେବେ ଏହି ଫଟୋ ଗୁଡ଼ିକୁ ଦେଖିଲେ ତାଜା ହୋଇଯିବ ବର୍ଷବର୍ଷର ପୁରୁଣା ସ୍ମୃତି...

  • Friday, 19 August 2022
Special story
ଜନସଂଖ୍ୟା ବଢ଼ାଇବାକୁ ଲୋଭନୀୟ ଅଫର୍‌ : ୧୦ ଛୁଆ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ୍‌

ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍‌ ରାଷ୍ଟ୍ରପତି ।

China-Taiwan Controversy
ଡ୍ରାଗନର ନାଲିଆଖିକୁ ଖାତିର ନ କରି କମର କସୁଛି ତାଇୱାନ; ଜେସାକୁ ତେସା ନୀତିରେ ପାନେ ଦେବାକୁ ପ୍ରସ୍ତୁତ ସେନା

ସମରାଭ୍ୟାସ ଆଳରେ ଭୟଭିତ କରୁଥିଲା ଚୀନ୍, ଏବେ ପାଲଟା ଜବାବ ଦେବାକୁ ମଝି ଆକାଶରେ ଗର୍ଜୁଛି ତାଇୱାନୀ ଯୁଦ୍ଧ ବିମାନ ।

Special story
୩ ମିନିଟ୍‌ ବିଳମ୍ବରେ ପହଞ୍ଚିଲେ ମହିଳା କର୍ମଚାରୀ, ଚାକିରିରୁ ବିଦା କଲା କମ୍ପାନୀ

ସିକ୍‌ ଲିଭ୍‌ ଦାବି କରି ଚାଲିଗଲା ଚାକିରି । ରାଗ ଶୁଝାଇଲା କି କମ୍ପାନୀ ?

China Spy Ship in Srilanka
ଶ୍ରୀଲଙ୍କା ତଟରେ ଲାଗିଲା ଚୀନ୍‌ର ସ୍ପାଏ ସିପ୍

ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍‌କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।

Special story
ଭେଣ୍ଟିଲେଟରରେ ସଲମାନ୍ ରୁସ୍‌ଦି : ଅସ୍ତ୍ରୋପଚାର ପରେ ଏକ ଆଖି ହରାଇବା ଆଶଙ୍କା

ସଲମାନ ରୁସ୍‌ଦି ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ହରାଇବାର ଆଶଙ୍କା ରହିଛି ।

taliban
ତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ ! ନାରୀ ସ୍ୱାଧୀନତା ଉପରେ ଲାଗିଛି ରୋକ

୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।

Author Salman Rushdie Was Hit 10-15 Times In 20 Seconds
୨୦ ସେକେଣ୍ଡରେ ଲେଖକ ସଲମାନ୍ ରୁସ୍‌ଦିଙ୍କ ଉପରକୁ ୧୫ ଥର ଆକ୍ରମଣ

ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା। ଯେଉଁଠି ରୁସ୍‌ଦିଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍‌ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

England Drought
ଇଂଲଣ୍ଡରେ ବଡ଼ ମରୁଡ଼ି ! ଫ୍ରାନ୍ସରେ ଜୁଆଡ଼େ ଦେଖିବ ଖାଲି ନିଆଁ

ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା  ।

Salman Rushdie
ଖ୍ୟାତନାମା ଲେଖକ ସଲମାନ୍ ରୁସଦିଙ୍କୁ ଛୁରାମାଡ଼

କିଏ ଓ କାହିଁକି ରୁସଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ହେଉଛି ।

Malaysia Man Declared dead
ଆଶ୍ଚର୍ଯ୍ୟ ! ଥାନାକୁ FIR ଦେବାକୁ ଯାଇଥିଲେ ବୃଦ୍ଧ, ଥାନା ବାବୁ କହିଲେ, ‘ଆପଣ ମୃତ’

ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।

Special story
ପିଲାଙ୍କୁ ଖାଇବାକୁ ଦେବି ନା ମାରିଦେବି ? ଦରଦାମ ବୃଦ୍ଧି ଭିତରେ ସରକାରଙ୍କୁ ପ୍ରଶ୍ନ କଲେ ମହିଳା

ଦରଦାମ୍‌ ବୃଦ୍ଧି ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନ୍‌ ବାସୀ । ନିଜ ପିଲାକୁ ଖାଇବାକୁ ଦେଇ ନପାରି ବିକଳରେ କାନ୍ଦୁଛନ୍ତି ମହିଳା । ଏଥିପାଇଁ ଏକ ଭିଡିଓ ସେୟାର କରି ସରକାରଙ୍କୁ ଦାୟୀ କରିଛନ୍ତି ।

Deadly langya henipavirus spread in china from rats
ଚାଇନାରେ ପୁଣି ନୂଆ ଭାଇରସ୍; ବ୍ୟାପିବ କି ବିଶ୍ୱକୁ!

କରୋନା ଭାଇରସ୍‌ର ଭୟ ଯାଇ ନଥିବା ବେଳେ ଚାଇନାରୁ ପୁଣି ଆସିଲାଣି ନୂଆ ଭାଇରସ୍। ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ କ୍ଷେତ୍ରରେ ଲିଭର୍ ଏବଂ କିଡ୍‌ନୀ ସମସ୍ୟା ମଧ୍ୟ ଦେଖାଯାଇଛି।

Injection
ଏବେ ବି ବଞ୍ଚିଛି ମାନବିକତା, ୧୬ କୋଟି ଟଙ୍କାର ମାଗଣା ଇଞ୍ଜେକ୍‌ସନ୍‌ ଦେଲା ସ୍ୱିଜରଲ୍ୟାଣ୍ଡ କମ୍ପାନୀ

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ ।

  • Tuesday, 09 August 2022
Marriage
ବିବାହରେ ମଡେଲଙ୍କ ଅଜବ ସର୍ତ୍ତ ! ଆସିବ ଯଦି ନିଜ ଖାଇବା ଖର୍ଚ୍ଚ ନିଜେ ଦେବ

ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍‌ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।

FBI Raids Former US President Donald Trump's Home
ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ପଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ! ଘରେ ରେଡ୍‌ କଲା FBI

ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗ ହୋଇଛି। ଏହିସବୁ କାଗଜପତ୍ର ଖୋଜିବା ଲାଗି ରେଡ୍‌ ହୋଇଥିବା ସୂଚନା ମିଳିଛି।

Honeymoon trip
୨୦୧୨ରେ ବିବାହ କରିଥିଲେ, ଏବେ ସୁଦ୍ଧା ୬୫ ଦେଶ ବୁଲି ସାରିଲେଣି ତଥାପି ସରୁନି ହନିମୁନ୍‌ ଟ୍ରିପ୍

ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍‌ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।

China Taiwan Controversy
ଚୀନକୁ ଦାୟିତ୍ୱହୀନତା ଆଖ୍ୟା ଦେଲା ଆମେରିକା

ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି।