ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।
ଏଭଳି କିଛି ଟ୍ୱିଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।
୨୦୨୩ରେ ବିଶ୍ୱ ଭୋଗିବ ଆର୍ଥିକ ମାନ୍ଦାବସ୍ଥା !
ବ୍ୟବସ୍ଥା ନାଚାର୍, ଝେଜିଆଙ୍ଗ ପ୍ରଦେଶରେ ଦୈନିକ ୧୦ ଲକ୍ଷ ସଂକ୍ରମଣ
ବରଫ ପାହାଡ଼ ତଳେ ଦେଶର ୬୦% । ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ
ପାକିସ୍ତାନ ସ୍ଥିତି ସଙ୍ଗୀନ...୨୦ କିଲୋ ଅଟାକୁ ୨୫ ଶହ ଟଙ୍କାରେ କିଣୁଛନ୍ତି ଲୋକ...ଚିନ୍ତାରେ ପାକ୍ବାସୀ
ହଠାତ୍ ମାଇନସ୍ ୪୮ ତଳକୁ ଖସିଗଲା ତାପମାତ୍ରା.. ସତେ ଯେମିତି ହିମଯୁଗ.. ରକ୍ତ ଜମାଇ ଦେବାଭଳି ଶୀତର ପ୍ରକୋପ.. ଏ ହିମ ବିପତ୍ତିକୁ କହୁଛନ୍ତି ବମ୍ବ ସାଇକ୍ଲୋନ୍ ।
ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି
ଭୟଙ୍କର ବରଫ ଝଡ଼ କୋପରେ ଗଲାଣି ୨୦ ଜୀବନ।
ବିନା ବିଜୁଳିରେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ, ଏୟାରପୋର୍ଟରେ ଫସି ରହିଛନ୍ତି ହଜାର ହଜାର ଲୋକ
ପୋଲ ତଳେ ଘଷି ହୋଇ ଫାଟିଗଲା ଗ୍ୟାସ ଟ୍ୟାଙ୍କର(fuel tanker explosion) , ୧୦ ଜଣଙ୍କର ଜୀବନ ଚାଲିଗଲା ।
ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।
ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।
ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।
କେବେ ପ୍ରଥମେ ଭାରତ ଆସିଥିଲା ବିକିନି କିଲର୍ ?
ଶୋଭରାଜଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ନେପାଳ ସୁପ୍ରିମକୋର୍ଟ
ଅପରାଧ ଦୁନିଆର କୁଖ୍ୟାତ ଚେହେରା, ଲୋମଟାଙ୍କୁରା ତା କାହାଣୀ . . . ଯୁବତୀଙ୍କୁ ସମ୍ମୋହନ କରିବାର କଳା ତା’ ପାଖରେ ଥିଲା. . . ଧନୀ ଯୁବତୀ ଓ ମହିଳାଙ୍କୁ ଠକେଇ, ଲୁଟ୍ ଓ ହତ୍ୟା . . .
ଶେଷ ହୋଇପାରେ ଋଷ-ୟୁକ୍ରେନ୍ ଯୁଦ୍ଧ। ଯୁଦ୍ଧ ସାରିବାକୁ ଋଷ ସଂକେତ ଦେଇଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭ୍ୟାକ୍। ଏବେ ବେଜିଂକୁ ଭରସା ବିଦେଶୀ ଟିକା। ଚୀନରେ କରୋନା ସଂକ୍ରମଣ ଅତି ଉଦ୍ବେଗଜନ ଭାବେ ବଢିଚାଲିଥିବା ବେଳେ, ସ୍ୱଦେଶୀ ଟିକା କାମ ଦେଉନଥିବା କୁହାଯାଉଛି।
ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ ସମଗ୍ର ଚୀନକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି।
ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍କୁ ନେଇ ୟୁଜରଙ୍କ ଉପରେ କଟକଣା।
ଟ୍ୱିଟରରେ ବ୍ଲୁ-ଟିକ୍ ପାଇବା ପାଇଁ ୮ ଡଲାର ଦେବାକୁ ହେଉଛି । ଯିଏ ମାସିକ ଆଠ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୬୬୨ ଟଙ୍କା ଦେବ ସେମାନଙ୍କ ପାଇଁ ଟ୍ୱିଟରରେ ବ୍ଲୁ-ଟିକ୍ ଉପଲବ୍ଧ ହେବ ।