ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସଂସଦ ଭବନ । ସବୁଠି ପଶିଲେ, ଭଙ୍ଗାରୁଜା କଲେ ଆନ୍ଦୋଳନକାରୀ ।
ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।
ବଡ଼ଭାଇ ୱିଲିୟମ ତାଙ୍କୁ ମାଡ଼ମାରିଥିବା ନେଇ ନିଜ ପୁସ୍ତକରେ ଲେଖିଛନ୍ତି ରାଜକୁମାର ହ୍ୟାରୀ ।
ଟେକ୍ସାସ୍ ଭଳି ଅଗ୍ରଣୀ ସହରରେ ଜଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।
ଜଣେ ବାପାର ବଡ଼ ବଳିଦାନ ! ନିଜ ଝିଅ ପାଇଁ ପୁରୁଷରୁ ମହିଳା ହେଲେ ବାପା
ଜାଆଁଳା ତ ପୁଣି ତାରିଖ ବର୍ଷ ମାସ ବାର ଅଲଗା କେମିତି ?
ଗୁଳି ମାରିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ କିନ୍ତୁ ଏଇଠି ଘଟିଲା ଚମତ୍କାର।
ୟେ ଦିଲ୍ ମାଙ୍ଗେ ମୋର୍ ! ନୂଆବର୍ଷରେ ପାକିସ୍ତାନୀ ବ୍ୟକ୍ତିଙ୍କ ଘରକୁ ଆସିଲା ୬୦ ନମ୍ବର ଛୁଆ ।
ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।
ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .
ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।
କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .
ମୃତ୍ୟୁକୁ ପାକିସ୍ତାନୀ ଲୋକଙ୍କ ଖୋଲାଖୋଲି ନିମନ୍ତ୍ରଣ ! ସରକାରଙ୍କୁ ଲୋକଙ୍କ କଥା ଚିନ୍ତା ନାହିଁ । ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ପଲିଥିନରେ ଏଲପିଜି ଗ୍ୟାସ୍ କିଣୁଛନ୍ତି ପାକିସ୍ତାନୀ ।
ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।
ଘଟଣା ପରେ ରେସ୍କ୍ୟୁ ଅପରେସନ୍କୁ ଜୋରଦାର କରାଯାଇଛି।
ମିସାଇଲ୍ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।
ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।
ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।
ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।
ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସମ୍ପୂର୍ଣ୍ଣ ନଦୀ ଜଳ ବରଫ ପାଲଟିବା ଅସମ୍ଭବ ।
ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।
ଚାରିଆଡ଼େ ଅନ୍ଧାର ହୋଇଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ।
ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍ରେ ଚହଳ ପକାଇଛି ।