ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।
କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।
ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।
ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍ ବିଭ୍ରାଟ ହୋଇଛି।
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।
କାର୍ରେ ବସିଥିବା ବେଳେ ସିଟ୍ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍ ପକାଇଛନ୍ତି।
ମହାବିନାଶକାରୀ ସୁପର୍ ଟର୍ପିଡୋର ନାଁ ପସାଇଡନ୍
ସେ ତାଙ୍କ ଆଖିରେ ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି
ଭଗବାନ୍ ଏମିତି ଦୁଃଖ କାହାକୁ ନଦିଅନ୍ତୁ । Amazon ଚାକିରିରେ ଯୋଗ ଦେବା ପୂର୍ବରୁ ହିଁ ଚାକିରି ହରାଇଲେ ଯୁବକ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।
ଚୀନରେ କୋଭିଡ ସ୍ଥତି ଏବେ ପିକ୍ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ
ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍ । ଏହାକୁ ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଏ।
ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାକୁ ଯିଏ ବି ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।
ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍ର ସମ୍ପର୍କୀୟ ।
ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।
ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।
କଥାରେ କହନ୍ତି- କାଲି କିଏ ଦେଖିଛି ?
ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।
ନେପାଳର ପୋଖରାରେ ଯାତ୍ରୀବାହୀ ବିମାଦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।