ଏହା ଭିତରେ ରହିଛି ସବୁଠୁ ସୁରକ୍ଷିତ ଖୁଫିଆ ବଙ୍କର- ମେଟ୍ରୋ-ଟୁ ସିଷ୍ଟମ । କୁହାଯାଏ ଏହି ଭୂତଳ ଗୁପ୍ତ ସୁଡ଼ଙ୍ଗ ଗୁଡ଼ିକ ପରମାଣୁ ବୋମା ଆକ୍ରମଣରେ ବି କ୍ଷତିଗ୍ରସ୍ତ ହେବନି। କେବଳ ବଙ୍କର ନୁହେଁ, ଏଠି ମାଟି ତଳେ ଗାଡ଼ି ଯାଇପାରିଲା ଭଳି ଗୁପ୍ତ ମାର୍ଗ ବି ରହିଛି ।
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ...କହିଲେ, ସାମାନ୍ୟତମ ଇସାରା ମିଳିବା ପରେ ତତ୍କ୍ଷଣାତ୍ ୟୁକ୍ରେନ ଉପରେ...