Advertisment

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । କ୍ରେମଲିନର ଏକ ଗମ୍ବୁଜ ଉପରେ କ୍ରାସ୍ ହେଲା ଡ୍ରୋନ୍ ।

author-image
Tanmay Kumar Mahalik

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । କ୍ରେମଲିନର ଏକ ଗମ୍ବୁଜ ଉପରେ କ୍ରାସ୍ ହେଲା ଡ୍ରୋନ୍ ।

Advertisment
Ukraine Ukraine Russia War Terrorist Attack
Advertisment
Advertisment