ଚଳାଉଥିଲେ ବସ୍, ହଠାତ୍ ଚାଲିଗଲା ଜୀବନ । ବସ୍ ଚଳାଉଥିବା ବେଳେ ହଠାତ୍ ହାର୍ଟ ଆଟାକ୍ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।
ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।
ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ।
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ବସ୍ ଭିତରେ ଥିବା ସେହି ଭଗବାନ କିଏ ? କେଉଁ ରୂପରେ ଆସିଥିଲେ ଭଗବାନ ? କେମିତି ବଞ୍ଚିଗଲା ସମସ୍ତଙ୍କ ଜୀବନ ?
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...