• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Missing Boy

Student missing again in Bhubaneswar
Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

ଭୁବନେଶ୍ବରରେ ପୁଣି ଛାତ୍ର ନିଖୋଜ, ୪ ଦିନ ହେଲା ୧୬ ବର୍ଷର ନାବାଳକ ନିଖୋଜ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ସୂଚନା, କରାଟେ କ୍ଲାସ୍ ଯାଇ ଫେରିନି ପୁଅ। ନାବାଳକଟି ଚାଲିଚାଲି ଯାଉଥିବା ସିସିଟିଭିରେ ରେକର୍ଡ।

Missing for four years mentally ill youth Deepak reunites with family
Missing For Years: ଉତ୍ତରପ୍ରଦେଶରେ ହଜିଥିଲା କଟକରୁ ମିଳିଲା, ୪ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ...

ଉତ୍ତରପ୍ରଦେଶରେ ହଜିଥିବା ପୁଅକୁ କଟକକରୁ ଖୋଜି ପାଇଲେ ବାପା। ଯାହାକୁ ପାଇବାର ଆଶା ଛାଡ଼ି ଭାଙ୍ଗି ପଡ଼ିଥିଲା ପରିବାର। ସେ ଘରକୁ ଫେରୁଥିବା ଖବର ଶୁଣି ସତେ ଯେମିତି ତାଙ୍କୁ କୋଟିନିଧି ମିଳିଗଲା ପରି ଲାଗୁଛି।

Online Trading
କାଳ ହେଲା ଅନଲାଇନ୍‌ ଟ୍ରେଡିଂ ! ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଯୁବକ ନିଖୋଜ

ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

NEET UG Student
ପକେଟ୍‌ରେ ୮ ହଜାର ଧରି ଘର ଛାଡ଼ିଲେ NEET ପରୀକ୍ଷାର୍ଥୀ..କହିଲେ..

କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି।

Crime
ସୈତାନର ନାରକୀୟ କାଣ୍ତ, ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା!

୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା ।

Boy goes missing in Nilagiri
କହିଥିଲା.. ବୋଉଲୋ ଖୋଜିବୁନି, ରାତି ୧୦ରେ ଆସିବି..

ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା..

Return to Motherland As Monk
ଆଶ୍ଚର୍ଯ୍ୟ ! ୨୨ ବର୍ଷ ଥିଲେ ନିଖୋଜ...ଫେରିଲେ ସାଧୁ ହୋଇ; ମାଗିଲେ ଖାଲି ଏହି ଜିନିଷ...

ଆଶ୍ଚର୍ଯ୍ୟ କଲା ଭଳି ଘଟଣା...୨୨ ବର୍ଷ ତଳେ ହେଲେ ନିଖୋଜ...ଫେରିଲେ ସାଧୁ ବେଶରେ...ଖାଲି ମାଗିଲେ ଏହି ଜିନିଷ...

Tensions erupts in Subarnapur village after missing boy’s body recovered by police
କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ସହ ତାର ତିନି ପୁଅଙ୍କୁ ଗିରଫ ପରେ ଅଜଣା ସ୍ଥାନକୁ ନେଇ ଜେରା କରୁଛି। SP କହିଛନ୍ତି ଖୁବଶୀଘ୍ର ହତ୍ୟାର ମୋଟିଭ୍ ଜଣାପଡ଼ିବ। ସେପଟେ ଶବ ହସ୍ତାନ୍ତର ପରେ ନାବାଳକ ଶରୀରରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ।

Tensions erupts in Subarnapur village after missing boy’s body recovered by police
କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍  କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।

Youth from Sundergarh ‘missing’
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

Son Missing
୧୭ ଦିନ ହେଲାଣି ପୁଅ ଫେରୁନି...ଘର ଦୁଆରେ ରାହା ଧରି କାନ୍ଦୁଛି ମାଆ

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍‌ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍‌ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।