ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ
ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ।
ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀ ଏହି ଧମକ ଦେଇଛନ୍ତି।
ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼...
ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।
ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଭିଡିଓ କଲ୍ କରି ଜୀବନ ହାରିଲେ ଛାତ୍ର ! ମୃତଦେହ ଉଦ୍ଧାର ବେଳେ ମୋବାଇଲ୍ ଓ ଲାପ୍ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ
କ୍ରାଇମ କ୍ୟାପିଟାଲ ବଲାଙ୍ଗିରରେ କ୍ରାଇମର ଲାଇଭ ଚିତ୍ର....
କୁବେର ଅଧିକାରୀଙ୍କ ସମ୍ପତ୍ତି ଦେଖି ସିବିଆଇ ଅଧିକାରୀ ଜଳକା ।
ଗୁରୁତର ଅବସ୍ଥାରେ ସ୍ତ୍ରୀକୁ SCB ସ୍ଥାନାନ୍ତର, ଅଭିଯୁକ୍ତ ଅଟକ
ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।
ଦାମ୍ପତ୍ତ୍ୟ କଳିରୁ ଚରମ ନିଷ୍ପତ୍ତି ସନ୍ଦେହ । ସ୍ୱାମୀକୁ ଡାକି ଖୋଳତାଡ଼ କରିପାରେ ପୋଲିିସ ।
ଫେସବୁକରେ ଶେଷ ପୋଷ୍ଟ...ଆଇ କୁଇଟ୍
ପରକୀୟା ପ୍ରେମ ପାଇଁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସ୍ତ୍ରୀ ନିଜ ମଥାର ସିନ୍ଦୂର ନିଜେ ହିଁ ପୋଛି ଦେଇଛି ।
ଘରେ ଆଉ କେହି ନ ଥିବାରୁ କାରଣ ଜଣାପଡ଼ିନାହିଁ।
ଏ ସଂପର୍କରେ ସୁନାବେଡା ପୁଲିସ୍ ସୁନାବେଡା ପୌରାଧ୍ୟକ୍ଷଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ।
ରାଜଶ୍ରୀଙ୍କ ଗାଡ଼ି ଡିକିରୁ ଏକ ଚିଠି ମିଳିଛି। ଯାହାକି ମୃତ୍ୟୁ ରହସ୍ୟ ଖୋଲିପାରେ। ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି।
୨୦୦୭ରେ ଚାଲାଣବେଳେ ଲକ୍ଷ୍ମଣନାଥ ଗେଟ୍ରୁ ଜବତ ହୋଇଥିଲା । ତାମିଲନାଡୁରୁ ପଶ୍ଚିମବଙ୍ଗ ଚାଲାଣବେଳେ ଜବତ ହୋଇଥିଲା ।
ହତ୍ୟା ଅଭିଯୋଗ ଆଣି ଓସିଏକୁ ଦାୟୀ କଲେ ବାପା । ଖେଳାଳି ଚୟନରେ ଅନିୟମିିତତା ହୋଇନି:OCA
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ।
ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। ଟାଙ୍ଗୀ ଟୋଲ୍ଗେଟ୍ ନିକଟରେ ଚଢ଼ାଉ ବେଳେ ୮୦ ଲକ୍ଷ ଟଙ୍କା ଜବତ ହୋଇଛି।