• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Govinda Sahu
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା

ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି ।

Archana Nag
ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ

Sukesh Chandrasekhar
କନ୍‌ମ୍ୟାନ୍‌ ସୁକେଶଙ୍କ ବଡ଼ ବୟାନ; କେଜ୍ରିୱାଲଙ୍କ ଆପ୍‌ ନେଇଛି ୬୦ କୋଟି ଟଙ୍କା

ଦିଲ୍ଲୀର ଶାସକ ଦଳ ଆପ୍‌ ୬୦ କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ମହାଠକ ସୁକେଶ ।

Govinda Sahu
ପତ୍ନୀଙ୍କ ବଡ଼ ବୟାନ ! ‘ମମିତା ମେହେରଙ୍କୁ ହତ୍ୟା କରିନଥିଲେ ଗୋବିନ୍ଦ ସାହୁ’

ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । 

Govinda Sahu
ଗୋବିନ୍ଦଙ୍କ ପତ୍ନୀଙ୍କ ବଡ଼ ଅଭିଯୋଗ, ‘ମୋ ସ୍ୱାମୀଙ୍କୁ ପ୍ଲାନ୍ କରି ହତ୍ୟା କରାଯାଇଛି’

ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ । 

Amrit
୫ ଦିନର ଅପରେସନ ପରେ ଅମ୍ରିତ ଅପହରଣ ଘଟଣାର ଖୁଲାସା କଲା ପୋଲିସ, ୩ ଗିରଫ

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

CBI Investigation
ଗୋବିନ୍ଦ ମୃତ୍ୟୁର ଗୁମର ଖୋଲିବ କ୍ରାଇମ୍‌ବ୍ରାଞ୍ଚ

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ ।

suspense over death of Accused govind sahoo
ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ।

Mamita Meher murder case
'ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ'

ଏଭଳି କେସ୍‌କୁ କ୍ଲୋଜ୍‌ କରିବାରେ ସଫଳ ହେଉଛି ଏ ସରକାର।

Gobinda Sahu
ଜୀବନ ହାରିଲେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍‌ନାପ୍ ଆଶଙ୍କା।

Missing Nayagarh Boy Rescued: He was tied, kept in a house, alleges Sarpanch
‘ବନ୍ଦ ଘର ଭିତରେ ହାତ, ଗୋଡ଼ ବାନ୍ଧି ଅମ୍ରିତ୍‌ଙ୍କୁ ରଖିଥିଲେ’

ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍‌ ବୁଲୁଥବା ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍‌କୁ ନେଇଛି।

Amrit
ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! ୪ ଦିନ ହେଲାଣି ପତ୍ତାମିଳୁନି

ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।

Archana Nag
ଇଡି ଆଗରେ ସତ ଓଗାଳୁଛି ଅର୍ଚ୍ଚନା ! ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ-ଅର୍ଚ୍ଚନାକୁ ମୁହାଁମୁହିଁ ଜେରା 

ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।

Hate Story
ଏ କି ପ୍ରେମ ! ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

Maoist Killed
ଲାଲ୍ ବାହିନୀର ଆତଙ୍କ, ପୋଲିସ ଇନ୍‌ଫର୍ମର ସଂଦେହରେ ହତ୍ୟା

କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ  ।

gang rape
ମଣିଷ ପାଲଟିଲା ପିଶାଚ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ବର୍ବରତାର ସବୁ ସୀମା ଟପି ଗଲା ମଣିଷ । ନାବାଳିକାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କଲେ ୮ ଅଭିଯୁକ୍ତ ।

Youth Murdered In Ganjam
ବିଚ୍ ବଜାରରେ ହତ୍ୟା, ଉଠାଇ ନେଇ ହାଣି ପକାଇଲେ...

ପାୱାରକଟ୍‌ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।

Archana
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି

ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?

Lawyer stops Mercedes to urinate three men steal his car
ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ; ହେଇଗଲା ଲୁଟ୍

ରାସ୍ତା କଡରେ ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।

Catapult Gang
କାର୍‌ କାଚ ଭାଙ୍ଗି ଲୁଟ୍‌ କରୁଥିଲେ, ଏବେ ପୋଲିସ୍ କବଜାରେ ବାଟୁଳି ଗ୍ୟାଙ୍ଗ

କାର କାଚ ଭାଙ୍ଗି ଲୁଟ କରୁଥିବା ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ

  • Saturday, 17 December 2022
Miscreants beat up former sarpanch with belt in Jajpur
ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ବିଧା, ଗୋଇଠା...ଭାଇରାଲ୍‌ ହେଉଛି ଭିଡିଓ

ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ। 

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।