ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।
ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।
ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।
ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍କୁ ନେଇ ସେଠାରେ ପୋତି ଦେଇଥିଲା।
ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଜେଲ୍ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।
୫ ଲକ୍ଷର ମୁଣ୍ଡ ଜାମିନ୍ ଥିଲା ମିଛ ନାଟକ ।
ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।
ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ ।
ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ ।
ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।
ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।
ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର।
ଉତ୍ତର ପ୍ରଦେଶ ଝାନ୍ସିର ଏହି କାହାଣୀ ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।
ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।
ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯିବ ଅଧ୍ୟକ୍ଷ କହିଛନ୍ତି।
ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍ରୁ ଧରାପଡିଲେ ହତ୍ୟାକାରୀ ।
ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି । ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି ।
ଘଟଣାରେ ସଂପୃକ୍ତ ପତ୍ନୀ ମିଲି ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ।
ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ
ଅଳ୍ପ ବିଦ୍ୟା ଭୟଙ୍କରୀ । ଡାକ୍ତରୀ ବିଦ୍ୟା ନଜାଣି ଚିକିତ୍ସା କଲେ କ୍ୱାକ୍ । ଅକାଳରେ ମହିଳାଙ୍କ ଜୀବନ ଚାଲିଗଲା ।
ପୁରା ଘଟଣାଟି ହେଲା ତାମିଲନାଡ଼ୁ ଡିଣ୍ଡିଗୁଲ ଜିଲ୍ଲାର ।
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।