• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ncrb Report

Odisha Crime Rate
NCRB Report; ଦୋଷୀ ସାବ୍ୟସ୍ତ ହାରରେ ସବା ତଳେ ଓଡ଼ିଶା

୧୯୯୬ ଜୁଲାଇ ୧୧ । ଭୁବନେଶ୍ୱର ବରମୁଣ୍ଡାରେ ଘଟିଥିଲା ଟ୍ରିପଲ ମର୍ଡର । ଏ ଘଟଣାର ଦୀର୍ଘ ୨୭ ବର୍ଷ ପରେ, ଗତ ଅକ୍ଟୋବର ୨୦ରେ ମୃତକ ପରିବାରକୁ ମିଳିଲା ନ୍ୟାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ କୋର୍ଟ। ହେଲେ ଅଧିକାଂଶ ମାମଲାରେ କିନ୍ତୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି ଅଭିଯୁକ୍ତ ।

Accident
NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।

NCRB report,
NCRB ରିପୋର୍ଟରେ ଉଦବେଗଜନକ ତଥ୍ୟ :ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶର ଚତୁର୍ଥ ସ୍ଥାନରେ ଓଡ଼ିଶା

ଗତ ବର୍ଷ ଅପେକ୍ଷା ୨୪ ପ୍ରତିଶତ ବଢ଼ିଛି ସାଇବର ଅପରାଧ ... ଇକୋନୋମିକ ଅଫେନ୍ସ ମଧ୍ୟ ଉଦବେଗଜନକ ...

NCRB Report
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

suicide
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର ...

NCRB report
ରାଜ୍ୟରେ ଚିନ୍ତା ଏନସିଆରବି ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି ।

NCRB report
ଚିନ୍ତା ବଢ଼ାଇଲା NCRB ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ ।

Acid attacks on rise nationwide
ସଚେତନ ପରେ ବି ଥମୁନି ଏସିଡ୍‌ ଆଟାକ୍‌, ସାମ୍ନାକୁ ଆସିଲା NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ

ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍  ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

Why the young mass dislike the life and loss it
ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା କେତୋଟି ସରଳ ଉପାୟ।

Special story
କାହିଁକି ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?

ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?

NCRB
ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ

ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬ ହଜାର ୬ ଶହରୁ ଅଧିକ ଶିଶୁ । ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଗଲା ୨୦୨୧ରେ ରାଜ୍ୟରୁ ଗାଏବ୍ ହୋଇଛନ୍ତି ୪ ହଜାର ୧୩୩ ଶିଶୁ । ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୧ ପିଲା ।

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

Atleast 15 people end life in Odisha everyday: NCRB report
ଦିନକୁ ଓଡ଼ିଶାରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା: NCRB ରିପୋର୍ଟ

ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।  

Corona Impact
ଜୀବନ ନେଉଛି ବେରୋଜଗାର ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ତଥ୍ୟ ପରେ ଜୋର୍ ଧରିଛି ଚର୍ଚ୍ଚା।

TRAIN ACCIDENT
ଗତବର୍ଷ ୧୩ ହଜାରରୁ ଅଧିକ ରେଳ ଦୁର୍ଘଟଣା : ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ୩୨

ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଏହି ସୂଚନା ମିଳିଛି

NCRB
ବିଶେଷଜ୍ଞଙ୍କ ମତ, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ପରିବାରିକ ହିଂସା ବଢ଼ିଛି

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି ।