• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Santa clause gets arrested in australia
ଏକ ଷ୍ଟୋର୍‌ରୁ ସାଣ୍ଟାକୁ ଗିରଫ କଲା ପୋଲିସ୍

ଛୁଟିଦିନ ନିଆରା ହୋଇଥାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

Miscreants Allegedly Firing In Khordha
ଭୋଜି ଚାଲିଥିବା ବେଳେ ବଚସା, ପରେ ବୋମାମାଡ଼...

ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

  • Saturday, 24 December 2022
  • Firing
Mystery shrouds Gobinda Sahu's death, suspense over towel and rope
ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ !

ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି।

archana nag
ଅର୍ଚ୍ଚନା ନାଗ ବିରୋଧରେ ୫୦୧ ପୃଷ୍ଠାର ଚାର୍ଜସିଟ୍

ପ୍ରଡ୍ୟୁସର ଅକ୍ଷୟ ପରିଜା ବ୍ଲାକମେଲ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

Gobinda Sahoo
ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ : କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି କି ?

ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା । ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ ।

jagabandhu
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି

Gobinda Sahu Death Case
ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ : କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି କି ?

ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ! ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ, ହେଲେ ଚିଠି ପହଞ୍ଚିବା . . . .

Similipal Tusker Death: Deceased Turam Purti's Wife Alleging Murder
ଶିମିଳିପାଳ ହାତୀପୋଡ଼ି ଘଟଣା: ପ୍ରମାଣ ନଷ୍ଟ ପାଇଁ ବନ କର୍ମଚାରୀଙ୍କୁ ବିଷ ଦେଇ ମାରିଦେଲେ !

ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। 

sDaughter's Found Dead In Hospital Cupboard, Woman's Body Under Bed In Hospital In Gujarat
ଚାଞ୍ଚଲ୍ୟ ! ! ! ହସ୍ପିଟାଲ୍‌ର କପ୍‌ବୋର୍ଡ ଭିତରୁ ମିଳିଲା ଝିଅର ମୃତଦେହ, ବେଡ୍‌ ତଳେ ପଡ଼ିଥିଲା ମା’ର ଶବ...

ଅପରେସନ୍‌ ଥିଏଟରର କପ୍‌ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍‌ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ଆସିଥିବା ମା’ ଓ ଝିଅର ମୃତଦେହ ଗୋଟିଏ ହସ୍ପିଟାଲ୍‌ରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

BJD Leader
ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ, ପରେ ଭୁଲି ଗଲେ; ଏବେ ଜେଲ୍‌ରେ BJD ନେତା

ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ ।

Govinda Sahu
କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

କାହିଁକି ଅସହଜ ଲାଗୁଛି ଗୋବିନ୍ଦ ସାହୁର ଆତ୍ମହତ୍ୟା ? ଜେଲ୍ ପରିସରରେ ସୁଇସାଇଡ୍‌କୁ କାହିଁକି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟ କି ଗୋବିନ୍ଦଙ୍କ ଓକିଲ ? ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ସୁଇସାଇଡ୍ କରିବା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ସନ୍ଦେହର ସୀମା ବଢ଼ି ବଢ଼ି ଚାଲିଛି । ଏମିତିକି ଗୋବିନ୍ଦଙ୍କ ଓକିଲ ପ୍ରଶ୍ନ କରିଛନ୍ତି-ଯଦି ଏହା ଏକ ସାଧାରଣ ଆତ୍ମହତ୍ୟା ତେବେ ଶବ ପଞ୍ଚନମା ପାଇଁ ୮ ଘଣ୍ଟା ଲାଗିଲା କେମିତି ? କଣ୍ଟାବାଞ୍ଜିରେ ପଞ୍ଚନାମା ନ କରି ବଲାଙ୍ଗିର ନେବାର କାରଣ କଣ ? ପଞ୍ଚନାମା ପାଇଁ ବୁର୍ଲାରୁ FMT ଡାକ୍ତରଙ୍କୁ ଡକାଯିବା ପଛରେ କି ରହସ୍ୟ ?

Red sandalwood
ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

ଖୋଲା ଆକାଶ ତଳେ ଗଦା ହୋଇଛି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି । ମୋଟେଇ ଯେମିତି ଲମ୍ବା ବି ସେମିତି । ବାହାରେ ପଡ଼ିଛି, ଯେତିକି ଏ ଘର ଭିତରେ ରହିଛି ତାଠାରୁ ଢେର୍ ବେଶି । ଏ କାଠ ଗଣ୍ଡି ଏମିତି ସେମିତି ଗଛର ନୁହେଁ ବରଂ ବହୁ ମୂଲ୍ୟ ରକ୍ତଚନ୍ଦନର ଗଣ୍ଡି । ପ୍ରାୟ ୮ ଶହରୁ ୯ ଶହ ମାଟ୍ରିକ ଟନର ରକ୍ତଚନ୍ଦନ ଗଣ୍ଡି ଏମିତି ଅସୁରକ୍ଷିତ ଅବସ୍ଥାରେ ପଡ଼ିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ହେଲେ ଦୁର୍ଭାଗ୍ୟ ଏ ମୂଲ୍ୟବାନ ରକ୍ତଚନ୍ଦନ ସୁରକ୍ଷା ପାଇଁ ବନ୍ଧା ହୋଇଛି ଗୋଟିଏ ବାଉଁଶ ଧଡ଼ା ଆଉ ଖଣ୍ଡିଏ ବାଡ଼ି ହାତରେ ଧରି ଜଗିଛନ୍ତି ଜଣିଏ ମାତ୍ର ଘରୋଇ ସିକ୍ୟୁରିଟି ଗାର୍ଡ ।

Govinda Sahu
ବଢ଼ୁଛି ସନ୍ଦେହ ! କଣ୍ଟାବାଞ୍ଜିରେ ଆତ୍ମହତ୍ୟା, ବଲାଙ୍ଗିରରେ ବ୍ୟବଚ୍ଛେଦ; ୩୬ ଘଣ୍ଟା ପରେ ମୃତଦେହ ହସ୍ତାନ୍ତର

ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେରଙ୍କ ରହିଛି ଏଭଳି ମନ୍ତବ୍ୟ । ବାପା ସୁଚନ୍ଦ୍ର ଏବଂ ମା ତୁଳସୀ ଚାହିଁଥିଲେ ଗୋବିନ୍ଦକୁ ଫାଶିଦଣ୍ଡ ମିଳୁ । କିନ୍ତୁ ଝିଅ ମମିିତାର ଜନ୍ମଦିନର ଦିନକ ଆଗରୁ ନିଜେ ଜୀବନ ହାରିଦେଲା ଗୋବିନ୍ଦ । ଏହା ମମିତା ପାଇଁ ଗିଫ୍ଟ ବୋଲି କହିଛନ୍ତି ପରିବାର ଲୋକେ ।

mid day meal
ଗୁରୁ ଚୋରି କରୁଥିଲେ ଚାଉଳ : ଧରି ପକାଇଲେ ଗ୍ରାମବାସୀ

ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ

Govinda Sahu
କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।

Govinda Sahu
ବଢ଼ୁଛି ସନ୍ଦେହ ! କଣ୍ଟାବାଞ୍ଜିରେ ଆତ୍ମହତ୍ୟା, ବଲାଙ୍ଗିରରେ ବ୍ୟବଚ୍ଛେଦ; ୩୬ ଘଣ୍ଟା ପରେ ମୃତଦେହ ହସ୍ତାନ୍ତର

ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ ।

Youth arrested  with stolen pistol in delhi
ସାଙ୍ଗମାନଙ୍କୁ ପ୍ରଭାବିତ କରିବାକୁ ବାପାଙ୍କ ବନ୍ଧୁକ ନେଇ ପାର୍ଟିକୁ ଗଲେ, ତା’ପରେ...

ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...

Govind Sahu
ଗୋବିନ୍ଦ ସାହୁ ମୃତ୍ୟୁ ପରେ ବଢ଼ୁଛି ସସ୍‌ପେନ୍ସ ! ବ୍ୟବଚ୍ଛେଦ ପ୍ରକ୍ରିୟାକୁ ନେଇ ସନ୍ଦେହ କଲେ ଓକିଲ

ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ । 

murder
ଚଳନ୍ତା ବସ୍‌ରେ ସ୍ତ୍ରୀର ତଣ୍ଟି କାଟିଲା ପୋଲିସ୍ ସ୍ୱାମୀ, ହତ୍ୟାକାଣ୍ଡ ପରେ ଶବ ପାଖରେ. . .

ସ୍ତ୍ରୀକୁ ହତ୍ୟା କରିବା ପରେ ବି ମନ ଶାନ୍ତି ହେଲାନି . . . ମୃତଦେହକୁ ବାରମ୍ବାର ଛୁରୀ ଭୁସିବାରେ ଲାଗିଲା ଅଭିଯୁକ୍ତ, ଭୟରେ ଚିତ୍କାର କରୁଥାଆନ୍ତି ଯାତ୍ରୀ . . .

Gobinda Sahu death : Envelope found in deceased’s pocket deepens mystery
ମୃତ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଲା ଏନ୍‌ଭଲପ୍‌, ବଢ଼ିଲା ସସ୍‌ପେନ୍ସ...

ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍‌ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି।

Home guard dies after being mowed down by a van during joint checking In Kendrapara
ଚେକିଂ ବେଳେ ଅଟକାଇବାରୁ ହୋମ୍‌ଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇ ପଳାଇଲେ

ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।

IDCOL DM In Vigilance Net
ଇଡ୍‌କଲ୍‌ DMଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; କୋଟି କୋଟି ଟଙ୍କାର ପ୍ଲଟ୍‌, ବିଲ୍ଡିଂ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି।

Archana Nag
ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍‌ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା ।

Govinda Sahu
ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍‌ଡ ମର୍ଡର

ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା ।