• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

special story
ଅନଲାଇନ୍‌ରେ ଡାଉନଲୋଡ୍‌ କଲେ ଲୋନ୍‌ ଆପ୍‌...ଆକାଉଣ୍ଟରୁ କଟିଲା ଟଙ୍କା..

ସାବଧାନ ହୁଅନ୍ତୁ...କାରଣ ଆପ୍‌ ଡାଉନଲୋଡ୍‌ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ

Poison Death
ଦାରିଦ୍ର୍ୟତା ନେଇଗଲା ଜୀବନ ! ବିଷ ପିଇ ଆତ୍ମହତ୍ୟା କଲେ ମାଆ-ଝିଅ, କୁନି ପୁଅକୁ ବି ଛାଡ଼ିଲେନି

ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

  • Tuesday, 02 August 2022
  • Crime
Sexual Harrasment
ପାଠପଢା ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ !

ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ।

Nude Video Call
ନ୍ୟୁଡ୍‌ ଭିଡିଓ କଲ୍‌ ପରେ ଆସିଲା ସିବିଆଇରୁ ଫୋନ୍‌ !

ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା ।

Crime
ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।

Man Duped Of Rs 25 Lakh After Being Lured Into Nude Video Call
WhatsAppରେ ନାୟିକାଙ୍କ ନ୍ୟୁଡ୍‌ ଭିଡିଓ କଲ୍, ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଗୋଲ୍‌

ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍‌ କରିଥିଲେ।

Truck Driver
ଧୋକାବାଜ୍‌ ଡ୍ରାଇଭର, ଟଙ୍କା ପାଇଁ ମାଛ ଟ୍ରକ୍‌କୁ ଆକ୍ସିଡେଣ୍ଟର ରୂପ ଦେଲା..

୧୨ ଲକ୍ଷର ମାଛକୁ ଦେଖି ଲୋଭ ସମ୍ଭାଳିପାରିଲା ନାହିଁ ଡ୍ରାଇଭର। ୧୨ ଲକ୍ଷ ବଦଳରେ ୭ ଲକ୍ଷରେ ମାଛ ବିକ୍ରି କଲା...ଜଙ୍ଗଲ ଭିତରକୁ ଗାଡ଼ି ପୂରାଇ ନିଆଁ ଲଗାଇ ଦେଲା। ମାଲିକଙ୍କୁ କହିଲା, ଦୁର୍ଘଟଣାରେ ଜିଳିଗଲା ଟ୍ରକ୍‌। ଏବେ ତଦନ୍ତରେ କିନ୍ତୁ ସବୁ ସତ ଓଗାଳି ଦେଲା ଡ୍ରାଇଭର।

Special story
ମେଲିକାର କଜେଲରେ ରାଗିଂ : ଧାଡ଼ିରେ ଛିଡ଼ା କରି ଜୁନିୟରଙ୍କୁ ଚାପୁଡ଼ା ମାରିଲେ ସିନିୟର୍‌

ଜୁନିୟର୍‌ଙ୍କ ଉପରେ ସିନୟରଙ୍କ ଅତ୍ୟାଚାର । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ।

fake loan app
ବେଆଇନ ଲୋନ୍ ଆପ୍ ମାମଲା : ୨ କୋଟି ୫୨ ଲକ୍ଷ ଟଙ୍କାର ସଂପତ୍ତି ଜବତ କଲା EOW

୩ ରିକଭରି ସଂସ୍ଥାରୁ ଟଙ୍କା ଜବତ,ଚାଇନା ମାଷ୍ଟର ମାଇଣ୍ଡକୁ ଖୋଜୁଛି EOW

Special story
ଦର୍ପଣ ତହସିଲରେ ଦିନରେ ଦର୍ପଣ ଦେଖାଉଛନ୍ତି ମାଫିଆ : ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡ଼ା ପଥର ଓ ମୋରମ୍

ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅଧୀନ ବୈରୀ, ଶାଳପଡ଼ା, ସମିଆଁ ଆଦି ଅଞ୍ଚଳରେ ସବୁ ସୀମା ଟପିଛନ୍ତି ପଥର ମାଫିଆ

Family Dispute
ପୋଲିସ ଉପରୁ ଉଠିଲାଣି ଲୋକଙ୍କ ବିଶ୍ୱାସ ? ସମାଧାନ ପରିବର୍ତ୍ତେ ବଢ଼ାଉଛି ସମସ୍ୟା !

ପୋଲିସ୍ ପାଖକୁ ଯାଇ ପାରିବାରିକ ଅଶାନ୍ତି କଥା ଜଣାଇଥିଲେ । ହେଲେ ୮ ମାସ ପରେ ବି ହୋଇ ପାରିଲାନି ସମାଧାନ । ନ୍ୟାୟ ଦେଇପାରିଲାନି ପୋଲିସ । ଆଉ ଶେଷରେ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଗୋପାଳପୁର ଅଞ୍ଚଳର ଟୁକୁନି ଦାଶ ।

Pravat Ranjan Biswal
ଓଡ଼ିଶାରେ ଆକ୍ଟିଭ୍‌ ହେଲା କି ED ? ସି-ସୋର ଲିଙ୍କ୍‌ରେ ପ୍ରଭାତ ବିଶ୍ୱାଳଙ୍କର ସମ୍ପତ୍ତି ଆଟାଚ୍

ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।

ଅଭିଯୋଗ କରିବାରୁ ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ
ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ

ଆଖିବୁଜା ଲଦି ଚାଲିଥିଲେ ବିଧା ଗୋଇଠା। 

Former MLA
ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍

୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ED।

crime
କାହିଁକି ଅର୍ପିତାଙ୍କ ଫ୍ଲାଟକୁ ନିରାପଦ ମଣିଲେ ପାର୍ଥ ଚାଟାର୍ଜୀ ?

ପାର୍ଥଙ୍କଠାରୁ କେତେ ଟଙ୍କା ହାତେଇଛନ୍ତି ଅର୍ପିତା ମୁଖାର୍ଜୀ

Child dies after being branded with iron rod
ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ

ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

Abortion
ଥରେ କି ଦୁଇ ଥର ନୁହେଁ, ୫ ଥର ଆବର୍ସନ ! ମା’ର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଲେଖିଲା ଚିଠି ଝିଅ

ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।

Arpita Mukherjee
ଅର୍ପିତାଙ୍କ ଫ୍ଲାଟ୍‌ରେ ଚାଲିଥିଲା ରେଡ୍, ହେଲେ ପାର୍କିଂରୁ ଗାୟବ ହୋଇଗଲା ୪ ଦାମୀ କାର

ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

Special story
ବନ୍ଦ କୋଠରୀକୁ ଏକା ଯାଉଥିଲେ ପାର୍ଥ, ଅର୍ପିତାଙ୍କୁ ବି ନଥିଲା ଅନୁମତି: ଇଡିକୁ କହିଲେ ଅଭିନେତ୍ରୀ

ଅଭିନେତ୍ରୀଙ୍କ ଘରେ ଥିଲା ଟଙ୍କା, ହେଲେ ତାଙ୍କୁ ଜଣାନଥିଲା କେମିତି ?

SSC JOB Scam
ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର। 

15cr Cash
ଯେତେ ଖୋଳିଲେ ସେତେ ବାହାରୁଛି; ଅର୍ପିତାଙ୍କ ଘରୁ ଆଉ ୨୦ କୋଟି..

ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।

ବାବୁସାନଙ୍କୁ ଘାରିଲା ଗିରଫଦାରୀ ଭୟ
ଗିରଫ ଭୟ ! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ବାବୁସାନ

ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି।

Murder Accused Absconding From Police Station In Koraput
ବାନ୍ତି କରିବା ବାହାନାରେ ଥାନାରୁ ଚମ୍ପଟ ମାରିଲା ହତ୍ୟାକାରୀ

ବାନ୍ତି କରିବା ଆଳରେ କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା।