ହିଂସା ପାଇଁ ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା ।
ମା’ବାପା ଝିଅର ବାହାଘର କରାଉଥିବା କଥା ସମସ୍ତେ ଶୁଣିଥିବେ, ହେଲେ ଜଣେ ଝିଅ ଏବେ ନିଜ ମା’ର ବିବାହ କରାଇ ଚର୍ଚ୍ଚାରେ ।
ସମ୍ବଲପୁର କୋର୍ଟରୁମ୍ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।
ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ ।
ଆଜି ଠାରୁ ତତ୍କାଳ ସସ୍ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି ।
ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ଡ୍ୟାସ୍ କରିଥିଲେ
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା
ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।
ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ ।
ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।
ଗହୀରମଥାରେ ଅଲିଭରିଡ୍ଲେଙ୍କ ସମାଗମ । କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା ଶିବିର ।
କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ ।
ଏମିତି ବି ଆସେ ମୃତ୍ୟୁ । କେତେବେଳେ ଯେ ଆସିବ ଆଉ ଜୀବନ ନେଇଯିବ ।
ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।
ବାଧକ ସାଜିଲାନି ବୟସ...ଧାନ ବିଲରେ ଏଇମାନଙ୍କର ଗଢି ଉଠିଥିଲା ପ୍ରେମ। ବର ୬୩କୁ କନିଆ ୬୫। ଏବେ ମଣ୍ଡପରେ ହେଲା ବାହାଘର...
ବାପା ଚାଲିଗଲେ, ମାଆ ପ୍ରେମିକ ସହିତ ଫେରାର ହୋଇଗଲା। ବୁଢା ଜେଜେବାପା-ମାଆଙ୍କ କୋଳରେ ବଢିଲା କୁନି ପୁଅ ମହାନ୍। କଷ୍ଟେମଷ୍ଟେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସିନା ପାଠ ପଢାଇଲେ ଏବେ କିନ୍ତୁ ପାଠ ପାଇଁ ଅଣ୍ଟିରେ ନାହିଁ ଧନ। ସରକାରୀ ସହାୟତା ମିଳିବେ ଏବେ ପାଠ ପଢିପାରିବ ମହାନ୍।
ଆଜି ବି ଗାଁ ଗାଁରେ ବଞ୍ଚିଛି ପରମ୍ପରା। ଯୁଗ ଡିଜିଟାଲ ହେଲାଣି ହେଲେ ଭାଗବତ ଟୁଙ୍ଗୀର ମୋହ ଛାଡିପାରିନାହାନ୍ତି ଲୋକ
ମନରେ ଇଚ୍ଛା ଥିଲେ ସବୁ ସମ୍ଭବ। ଦିନେ ଛେଳି, ଗାଈ ଜଗୁଥିଲେ...ଏବେ ସୀମା ଜଗିବେ। ମାଆ ଚାଲିଗଲା ପରେ ବାପା ବି କୁଆଡେ ପଳେଇଲେ...ହେଲେ ଜୀବନ ଯୁଦ୍ଧରେ ହାର ନମାନି ଦିନରାତି ପରିଶ୍ରମ କରୁଥିଲେ। ଏବେ ଅଗ୍ନିବୀରରେ ସାମିଲ ହେଲେ
ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।
ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।
ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।
ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଷ୍ଟେଜ୍ ଉପରେ ବରକୁ ଆଲିଙ୍ଗନ କରିବା ସହ କିସ୍ କରୁଛନ୍ତି ବୁର୍ଖା ପିନ୍ଧିଥିବା ଜଣେ ଲୋକ। ଆଉ ଏହି ସମୟରେ କନ୍ୟା ହସୁଥିବା ନଜର ଆସିଛି।