ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।
ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡ଼ୁଛି ପ୍ରାୟ ୫ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ। ବାଟ ଚଲା ଲୋକଠୁ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ଗୋଟିଏ ଅଭିଯୋଗ, ଅସହ୍ୟ ଏ ଦୁର୍ଗନ୍ଧ ।
ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।
ପୂଜା ମାହୋଲରେ ଅସ୍ତବ୍ୟସ୍ତ କରୁଛି ଗନ୍ଧ । ଅଳିଆ ଆବର୍ଜନାରେ ଭାସୁଛି ରାଜଧାନୀ । ଯୁଆଡ଼େ ଦେଖିବ ସେଆଡ଼େ କୁଢ଼ କୁଢ଼ ଅଳିଆ ।
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।
ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT ।
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁ ଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି
ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।
ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।
ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।
ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି