• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mosquito

Waste Create Stench in Byasanagar
ଅଳିଆ ଗଦା ପାଲଟିବ ବ୍ୟାସନଗର... ! ମଶାଙ୍କ ଦାଉରେ ସହରବାସୀ ଅତିଷ୍ଠ

ସହରରେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଶାଙ୍କ ଦାଉରେ ସହରବାସୀ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନାହାନ୍ତି ।

mosquito
ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ; ଗାମ୍ବୁଶିଆ ମାଛ ଭରସାରେ ପୌର ପ୍ରଶାସନ

ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ। ସକାଳୁ ହେଉ ଅବା ରାତି, ବସାଇ ଶୁଆଇ ଦେଉନାହାନ୍ତି ମଶା। ପୁରୀର କଳିକନ୍ଦି କେଉଁଠି ବି ମଶାଠୁ ନିସ୍ତାର ନାହିଁ । ନଳା ମାନଙ୍କରେ ପାଣି ଜମା ରହୁଥିବାରୁ ମଶା ବଂଶ ବଢିଚାଲିଛି ।

Dengue menace
BMCର ପଦକ୍ଷେପ; ମଶା ମାରିବାକୁ ବ୍ୟବହାର ହେବ ଡ୍ରୋନ୍‌

ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।

dengue
ରାଜଧାନୀରେ ଡେଙ୍ଗୁ ବେକାବୁ ! କ୍ୟାପିଟାଲ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ

ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍‌ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।

mosquito
ସାମାନ୍ୟ ମଶା !! ଡ୍ୟାନ୍ସରଙ୍କୁ କରିଦେଲା ପଙ୍ଗୁ, କାଟିବାକୁ ପଡ଼ିଲା ହାତଗୋଡ଼...

ମଶା ପାଇଁ ଆଜି ସେ ଭିନ୍ନକ୍ଷମ । ନା କେବେ ନାଚି ପାରିବେ, ନା ଷ୍ଟେଜ୍‌କୁ ଯାଇପାରିବେ . .

Gambusia fish to control mosquito
ଏଇ ମାଛ ସବୁ ମଶାବଂଶ ନାଶ କରିବ

ମଶା ଖିଆ ଗମ୍ୱୁସିଆ ମାଛ । ଆଖି ପିଛୁଳାକେ ବଢିବ । ଖାଲି ମାଛ ଅଣ୍ଡା ଖାଇଯିବ । ଆପଣଙ୍କ ଘର ପାଖେ ପାଣି ଜମୁଛି କି ଗମ୍ୱୁସିଆ ଛାଡି ଦିଅନ୍ତୁ । ମେଲେରିଆରୁ ମୁକ୍ତି ପାଆନ୍ତୁ

Mosquito menace in Cuttack & Bhubaneswar
ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।

drones to tackle mosquito menace
ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ

Man has 2  toes amputed 30 operation and 4 weeks coma after being bitten by mosquito
ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

mosquito in plane
ବିମାନ ଭିତରେ ବି ମଶା ଉତ୍ପାତ, ରାତି ସାରା ଶୋଇ ପାରିଲେନି ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ  ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍‌ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ। ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି। ଭିଡ଼ିଓ ସୌଜନ୍ୟ: ଏଏନ୍‌ଆଇ   #WATCH A video shot by a passenger at Lucknow airport on a Jet Airways flight shows passengers swatting mosquitoes […]