• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Mahanadi
ନଈରେ ପାଣି ନାହିଁ, ବେଉସା ବୁଡ଼ିବା ଚିନ୍ତାରେ ମତ୍ସଜୀବୀ

ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ

Body Builder Surendra Das
ହସ ହସ ମୁହଁ ଆଉ ହାତରେ ସୁନାର ପଦକ

ସହଯୋଗ ଓ କୃତଜ୍ଞତାର ବିରଳ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।

  • Friday, 21 April 2023
Divyanga Pension
ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା

ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।

Water Scarcity
କୁକୁର ଯେଉଁଠି ମୁହଁ ମାରିଛି ମଣିଷ ସେଇଠୁ ଜୀବନ ଖୋଜୁଛି

ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା

Woman lived with her fathers corpse for 15 years
ଏ କି ଭଲପାଇବା ? ବାପାଙ୍କ ମୃତଦେହ ସହ ୧୫ ବର୍ଷ, ପଡ଼ୋଶୀ ବି ବାରିପାରିଲେନି ଦୁର୍ଗନ୍ଧ

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।

Malkangiri Divyang Student Wants To Study
ପାଠ ପଢ଼ିବାକୁ ବହୁତ ଆଗ୍ରହ ଅଛି ହେଲେ ଦିବ୍ୟାଙ୍ଗ ବୋଲି ହଷ୍ଟେଲ ମିଳୁନି

ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ ।

Mango Man
୫ ଏକର ଜାଗାରେ ଶହେ ପ୍ରକାରର ଆମ୍ବ ଫଳାଇଛନ୍ତି ସାଲେପୁରର ଗଛବାବା

ପାଞ୍ଚ କି ଦଶ ପ୍ରକାରର ଗଛ ଥିବା ଆମ୍ବ ବଗିଚା ଦେଖିବା ସହଜ କଥା ଟିଏ। ହେଲେ ଏକା ଥରକେ ଶହେରୁ ଅଧିକ ପ୍ରକାରର ଆମ୍ବ ଗଛ ଦେଖିବାକୁ ମିଳିଛି ଗୋଟିଏ ବଗିଚାରେ । ତାହାପୁଣି ଭାରତର ବହୁ ସୁଆଦିଆ ଆମ୍ବର ସମ୍ଭାର ଥିବା ବଗିଚା । ଏଭଳି ଏକ ନିଆରା ଆମ୍ବ ବଗିଚା ରହିଛି କଟକ ଜିଲ୍ଲା ମାହାଙ୍ଗାର ଜାତିପାରିଲୋ ଗାଁରେ..

  • Thursday, 20 April 2023
Divyang dies due to delay in release of pension in Odisha’s Udala
ବାଃ.. ବାଃ..ରେ ବ୍ୟବସ୍ଥା ! ଦିବ୍ୟାଙ୍ଗ ପୁଅକୁ ଦେଇପାରିଲେନି ଔଷଧ, ଚାଲିଗଲା ଜୀବନ

୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ ।

Dakabangala
ଜରାଜୀର୍ଣ୍ଣ ଡାକବଙ୍ଗଳା...ଦିନେ ଏଇଠି ରହୁଥିଲେ ବ୍ରିଟିଶର

୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି।

Kotia
ଓଡ଼ିଶା ସ୍କୁଲରୁ ବିଜୁଳି କାଟିଦେଲା ଆନ୍ଧ୍ର !

ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି

Bus Stand
ନୂଆ ବସ୍‌ଷ୍ଟାଣ୍ଡ ହେବ ବୋଲି ସବୁ ଭାଙ୍ଗିଦେଲେ : ଏବେ ଖରାରେ ଆଉଟୁପାଉଟୁ ଯାତ୍ରୀ

ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍‌ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି

Severe water scarcity
୧୫ ବର୍ଷ ହେଲାଣି ପାଣି ମିଳୁନି : ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।

Bear Attack
ସଫା ହେଉଛି ଜଙ୍ଗଲ : ମଣିଷ-ଭାଲୁ ଭିତରେ ଚାଲିଛି ଲଢ଼େଇ

ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ।

World's 5 Most Dangerous River
World's Most Dangerous River: ଏହି ୫ ନଦୀ ମୁହୂର୍ତ୍ତକ ମଧ୍ୟରେ ନେଇପାରନ୍ତି ମଣିଷ ଜୀବନ

World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍‌ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।

Kotia
ଓଡ଼ିଶା ସ୍କୁଲରୁ ଆନ୍ଧ୍ର କାଟିଲା ବିଜୁଳି

ସ୍କୁଲରୁ ବିଜୁଳି ସଂଯୋଗ କାଟିଦେଲା ଆନ୍ଧ୍ର। ଏବେ ଅନ୍ଧାରରେ ୬୦ ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି…

  • Wednesday, 19 April 2023
Lord Jagannath, Puri Srimandir Administration File Missing By law Department.
ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।

Car Accident, Video Viral
Viral Video: କାର୍‌ ଡ୍ୟାସ୍‌ବୋର୍ଡ ଉପରେ ଗୋଡ଼ ରଖିଲେ ବଡ଼ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ...

ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍‌ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।

Water Scarity on Odisha
ପ୍ରଚଣ୍ଡ ତାତିରେ ଯନ୍ତ୍ରଣା ଦେଉଛି ଜଳକଷ୍ଟ

କାଦୁଅ ଭରା ପୋଖରୀ। ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା ବାଲଟିରେ ପାଣି ସଂଗ୍ରହ କରୁଛନ୍ତି ମହିଳା।

Salt therapy
ଅନ୍ଧବିଶ୍ୱାସ!! ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ ।

Law Department
ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଇଛି ଆଇନ ବିଭାଗ !

ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Car Owner Coats Car With Cow Dung To Beat The Heat
ଅଭିନବ ଉପାୟ ! ଅସହ୍ୟ ତାତିରୁ କାରକୁ ଥଣ୍ଡା ରଖିବା ପାଇଁ ଲାଗିଛି ଗୋବର ଲେପ...

ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।

Nuapada Health Department, Body Carried On Stretcher
ଏମିତି ଆମ ବ୍ୟବସ୍ଥା ! ଶବକୁ ପୁଣି ଅସମ୍ମାନ; ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ବୋହିଲେ ୮ କି.ମି.

ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Adivasi Ritual, Bihana Chinna Jatra
ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’

ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’