ଭୟଙ୍କର ଦୁର୍ନୀତି ! ୨୦ ବର୍ଷ ହେଲାଣି ପୋଖରୀର ଉନ୍ନତୀକରଣ ଚାଲିଛି ଯେ ସରିବାର ନା ନେଉନି । ଯେଉଁଠି ଦିନେ ଲୋକେ ଗାଧୋଉ ଥିଲେ ଆଜି ସେଇ ପାଣିରେ ଗୋଡ ଧୋଇବାକୁ ଇଚ୍ଛା କରୁନାହାନ୍ତି ଲୋକେ
ବଦଳୁଛି ଗାଁର ରୂପରେଖ, ମାଟି ରାସ୍ତା ହେଉଛି ପିଚୁ । ମେ ୪ ତାରିଖରେ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ।
ଜଣେ ଅନାଥକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ଜଣେ ଯୁବ ବ୍ୟବସାୟୀ । ସମ୍ବଲପୁରର ଏକ ଆଶ୍ରମର ଅନ୍ତେବାସୀ ପୂଜାଙ୍କୁ ବିବାହ କରି ପରିବାର ସହ ସାଙ୍ଗରେ ଘରକୁ ନେଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ପ୍ରକାର ସହଯୋଗ ଦେଇଛି...
ପାଣି ପିଇବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ । ଆଉ ଏହି ନିରିହ ବନ୍ୟଜନ୍ତୁକୁ ଲୋକେ ଶିକାର ବି କରୁଥିଲେ । ଶେଷରେ ସରପଞ୍ଚଙ୍କ ଉଦ୍ୟମରେ ସଂରକ୍ଷିତ ଜଙ୍ଗଲରେ ଖୋଳାଗଲା ପୋଖରୀ...
ଦେଶ ତଥା ରାଜ୍ୟ ପାଇଁ ଯାହାର ଅବଦାନ ଅବର୍ଣ୍ଣନୀୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତ ରତ୍ନ ସମ୍ମାନ ନମଳିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୪ବର୍ଷ ହେଲା ଭଙ୍ଗା ଗୋଡ଼ରେ ଘରେ ପଡି ପଡି ଗୋଡ଼ରେ କିଡ ହେବା ପରେ ଗ୍ରାମବାସୀ ଓ ପଣ୍ଡିତଙ୍କ ପରାମର୍ଶ କ୍ରମେ ଶେଷରେ ରୋଗ ଭଲ ପାଇଁ ନିକଟସ୍ଥ ଶୈବ ମନ୍ଦିରରେ ମୁଣ୍ଡନ ହେବାସହ ପୂଜାର୍ଚନା କରି ପ୍ରାୟଶ୍ଚିତ କଲେ ଜଗବନ୍ଧୁ...
ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।
ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍
ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍
ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।
ଦରିଆପାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ରେଷ୍ଟୁରାଣ୍ଟ ଷ୍ଟାଇଲରେ ଚା’ ଦୋକାନ ପୁଣି କମ ଦାମରେ..ରାଜଧାନୀର ଏହି ନିଆରା ରେଷ୍ଟୁରାଷ୍ଟରେ ସବୁବର୍ଗର ଲୋକଙ୍କ ଭିଡ଼
ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ନିଶା କରାଇଛି ସଫଳ...ଗଢୁଛନ୍ତି ମାଟି ପାତ୍ରର ସାମଗ୍ରୀ..
ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।
ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।
ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।