/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682162798.jpg)
Chilika Fire
ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ। ନଳ ଘାସ ସବୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି । ନିଆଁ ଲାଗିବା ଯୋଗୁଁ ନଳ ଘାସରେ ରହୁଥିବା ବିରଳ ବନ୍ୟ ଜନ୍ତୁ ଏବଂ ଫିସିଙ୍ଗ୍ କ୍ୟାଟଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। କିଭଳି ସ୍ଥିତିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)