• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uk

Period Pain
ପିରିୟଡ୍‌ରେ ପେନ୍‌ ହେଉଥିଲେ ଖାଆନ୍ତୁ ନାହିଁ ପେନ୍‌କିଲର, ଚାଲିଯିବ ଜୀବନ...

ନଭେମ୍ବର ୨୫ରେ ସେ ପ୍ରଥମ ଥର ଏହି ଔଷଧ ଖାଇବା ଆରମ୍ଭ କରିଥିଲେ । ଏହାର ୪୮ ଘଣ୍ଟା ପରେ ସେ ଅସୁସ୍ଥ ହୋଇଥିଲେ । ତାଙ୍କର ଜୋରଦାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା ।

World's Largest ICE Berg
ବିଶ୍ୱର ସବୁଠାରୁ ବଡ଼ ବରଫ ଖଣ୍ଡ ଅତିକ୍ରମ କଲା ବ୍ରିଟେନ ଜାହାଜ

ସେମାନେ ଖୁବ୍‌ ଭାଗ୍ୟବାନ ଯେ, ରିସର୍ଚ୍ଚ କରିବା ପାଇଁ ସେଠାରୁ ସେମାନେ ଜଳ ନମୁନା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।

Rishi sunak is new uk pm
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ 

Monkeypox Virus
ଗୋଷ୍ଠୀ ସଂକ୍ରମଣର ରୂପ ନେଲା ମଙ୍କିପକ୍ସ !

UKHSA କହିଛି ଯେ ମଙ୍କିପକ୍ସର ଦୈନିକ ସଂକ୍ରମଣ ଅଧିକରୁ ଅଧିକ ଦେଖୁଛୁ। 

UK To Ban Travel From 6 Nations
ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ : ୬ ଆଫ୍ରିକୀୟ ଦେଶକୁ ଉଡ଼ାଣ ବାତିଲ କଲା ବ୍ରିଟେନ

ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରୁଛନ୍ତି ବ୍ରିଟେନ ବୈଜ୍ଞାନିକ । ଏହାପୂର୍ବରୁ ଆଫ୍ରିକାର ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି ।

covid-vaccination
୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା : ୟୁକେ

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ।

pardeep-saini
ବିମାନ ଗିଅର ବକ୍ସରେ ୬୭୦୦ କିମି ଯାତ୍ରା କଲେ ଦୁଇ ଭାଇ

୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।