Advertisment

ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା

ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।

author-image
Satyendu Shekher Mishra

ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା । ଦଇବ ଯାହାକୁ ପଠାଇଥିଲା ସେ ଜୀବନ କଣ ଜାଣିବା ଆଗରୁ ଛଟପଟ ହୋଇ ପରପାରିକୁ ଚାଲିଗଲା । ହେଲେ ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।

Advertisment
Divyang
Advertisment
Advertisment