ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। କିଏ କରିଥିଲେ ବିବାହ ? ତାଙ୍କ ପାଉଣା କେତେ ? ଜାଣନ୍ତୁ...
ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।
ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହରେ ବଡ ବଡ ଅନ୍ତର୍ଜାତୀୟ ଗାୟକ-ଗାୟିକା ସାମିଲ୍ ହୋଇଥିଲେ। ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହjl ଜଷ୍ଟିନ ବିବର କନସର୍ଟ ଦେଇଥିଲେ। ତେବେ ଆସନ୍ତୁ ଏଥିରେ ସାମିଲ ହୋଇଥିବା ଏହିସବୁ ଅନ୍ତର୍ଜାତୀୟ ଗାୟକ-ଗାୟିକା କେତେ ଫିସ୍ ନେଇଛନ୍ତି ଜାଣିବା।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ସମାରୋହର ତୃତୀୟ ଦିନରେ ମହା ଆରତୀ ଆୟୋଜିତ ହୋଇଥିଲା। ଆରତୀ ପରେ ରାଧିକା ମର୍ଚାଣ୍ଟ୍ ଏକ ବଲିଉଡ ଗୀତରେ ଆଶ୍ଚର୍ଯ୍ୟଜନକ ଭାବେ ଏଣ୍ଟ୍ରୀ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।
ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ଏହାପୂର୍ବରୁ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ ।