• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Bahanaga Train Accident
ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା

ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ।

Health Services
ହସ୍ପିଟାଲରେ ବେଡ୍ ନାହିଁ, ବାରଣ୍ଡାରେ ଚାଲିଛି ରୋଗୀସେବା

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ହସ୍ପିଟାଲରେ ବେଡ୍ ନାହିଁ, ବାରଣ୍ଡାରେ ଚାଲିଛି ରୋଗୀସେବା ।

Train Accident
ବାହାନଗା ହିରୋ: NDRF ଓ ODRAF ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ

କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ବାହାନଗା ଗାଁର ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

Train Accident
ଆସିଲା ସଠିକ୍‌ ତଥ୍ୟ; ‘ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ ୨୭୫’

ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Train Acciednt
Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

Pramila Mallick On Train Tragedy
Train Accident: ‘ଶହ ଶହ ଲୋକ ମରିଛନ୍ତି, ଦେଖିଲେ ଧର୍ଯ୍ୟ ରହିବନି’

ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

Balasore Bahanaga Train Accident
Big Breaking: ଗୋଟିଏ ନୁହେଁ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ; ୫୦ ମୃତ, ୩୦୦ ଗୁରୁତର

ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।

  • Friday, 02 June 2023
Odisha SriJagannath Banaprakalpa
ଏମିତି ସ୍ଥିତି ! ଗଛ ବଢ଼ୁ ନାହିଁ କି ଆଉ ଏ ପ୍ରକଳ୍ପ ପାଇଁ କୌଣସି ଯୋଜନା ନାହିଁ

ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

  • Friday, 02 June 2023
Odisha Accident
ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘଟଣା ! ଅକାରଣେ ଯାଉଛି ଜୀବନ...

ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।

Allopathy Medicine
ସାପ୍ତାହିକ ହାଟରେ ମିଳୁଛି ଏଲୋପାଥି ମେଡିସିନ୍, ପରିବା ଭଳି ହେଉଛି ବିକ୍ରି...

ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।

  • Friday, 02 June 2023
Odisha Politics; Energy Minister Pratap Dev On Power Cut
ରାଜ୍ୟରେ ଅସହ୍ୟ ହେଲାଣି ବିଜୁଳି କାଟ୍ ! ଝଡ଼ବର୍ଷା ନ ଥାଇ ଘଣ୍ଟା ଘଣ୍ଟା କଟୁଛି ବିଜୁଳି...

ପ୍ରଚଣ୍ଡ ଖରାକୁ ବଳି ଯାଉଛି ଲାଇନ୍ କଟିବାର ଯନ୍ତ୍ରଣା । ହେଲେ ପାୱାର କଟକୁ ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ୨ରୁ ୪ ଘଣ୍ଟା କଟୁଛି ଲାଇନ୍ ବୋଲି କହିଲେ ଶକ୍ତି ମନ୍ତ୍ରୀ ।

Ratha Jatara, 3 Sarathi
ଟିଣ ଛପର ଘରେ ପଡ଼ି ରହିଛନ୍ତି ତିନି ରଥର ସାରଥୀ...

ପୂଜାର୍ଚ୍ଚନା ବଦଳରେ ପରିତ୍ୟକ୍ତ ପରିବେଶରେ ପଡି ରହିଛି ପ୍ରତିମୂର୍ତ୍ତି । ଫିଙ୍ଗା ଫୋପଡ଼ା ଅବସ୍ଥାରେ ଗଦା କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ନିଆଯିବ ପଦକ୍ଷେପ କହିଲେ ମୁଖ୍ୟ ପ୍ରଶାସକ ।

  • Thursday, 01 June 2023
Drowning
ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ, ଚାଲିଗଲା ୨ ନିରୀହ ଜୀବନ

ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

  • Thursday, 01 June 2023
  • Drown
Drunk doctor at Chikkamagaluru hospital collapses in operation theatre
ଅଭାବନୀୟ: ଏମିତି ନିଶା ! ଅପରେସନ ଛାଡ଼ି OTରେ ଶୋଇପଡ଼ିଲେ ଡାକ୍ତର

ଏହି ରିଅଲ ଲାଇଫ୍‌ର କବୀର ସିଂହ ହେଲେ ବାଳକ୍ରୀଷ୍ଣ । ସେ ଅପରେସନ୍‌ ଥିଏଟରରେ ଅପରେସନ୍‌ କରିବାକୁ ଯାଇ ଶୋଇପଡ଼ିଲେ । ଯାହାକି ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

  • Thursday, 01 June 2023
Keonjhar Mother
ସ୍ତ୍ରୀକୁ ଭଲ କରିବା ଲାଗି...ଜନ୍ମକଲା ଛୁଆକୁ ଯେବେ ବିକ୍ରି ପାଇଁ ନିଷ୍ପତ୍ତି ନିଏ ବାପା...

ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?

Superstition
ପ୍ରତାପଙ୍କ ଦେହରେ କାଳେସୀ : ନିଆଁ ଖାଉଛନ୍ତି, ଅପୁତ୍ରିକ ହେଉଛନ୍ତି ପୁତ୍ରବତୀ !

ସମାସ୍ୟା ସମାଧାନ ପାଇଁ ଗାଁ କାଳେସୀ ନିକଟରେ ଲୋକଙ୍କ ଭିଡ଼ । ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ସତ୍ତ୍ୱେ ଏବେ ବି ଗାଁ ଗଣ୍ଡାରେ ଚାଲିଛି କାଳେସୀ ପରମ୍ପରା ।

High Price Puri Hotel Room For Ratha Jatra and Snanapurnima
ପୁରୀରେ ହାଇ ରେଟ୍ ହୋଟେଲ ରୁମ୍, ୪୫ ହଜାର ଛୁଇଁଲାଣି ପ୍ୟାକେଜ୍...!

ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ ।

New Parliament House
ବଡ଼ ଗୌରବର କଥା ! ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର ପଟ୍ଟଚିତ୍ର...

ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।

Friendship
ଏମିତି ସାଙ୍ଗ ! ସାଙ୍ଗର ଜୁଇକୁ ଡେଇଁ ହାରିଦେଲା ନିଜ ଜୀବନ

ଯେଉଁ ଜୁଇରେ ସାଙ୍ଗକୁ ପୋଡ଼ା ହେଉଥିଲା, ସେହି ଜୁଇକୁ ଡେଇଁ ସାଙ୍ଗ ପ୍ରାଣ ହରାଇଲା । ଏହି ଘଟଣା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ବି ସତ । 

PDS rice
ଆଶ୍ଚର୍ଯ୍ୟ ! କଣ୍ଟ୍ରୋଲରୁ ଭୂତ ନେଇଗଲେ ଚାଉଳ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Ginger Garlic Price Hike
ଅଚାନକ ବଢିଲା ଅଦା ରସୁଣର ଦର, ହେଲେ କାହିଁକି ?

ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।

Metro Train Work In Odisha From June
ଜୁନ୍‌ରେ ଶିଳାନ୍ୟାସ, ଖୁବ୍‌ଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ...

ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।

  • Friday, 26 May 2023
Social Media
କି ଭାଗ୍ୟ ! ପଏଣ୍ଟ ବ୍ଲାଙ୍କ୍‌ରେ ବାଜିଥିଲା ଗୁଳି, ତଥାପି ବଞ୍ଚିଗଲେ...!

ଶତ୍ରୁ ପକ୍ଷ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ । ଗୁଳି ଯାଇ ସିଧା ତାଙ୍କ ମଥାରେ ବାଜିଥିଲା । ସେ ଅନୁଭବ କଲେ ଯେ ତାଙ୍କର ଗୋଟିଏ ଆଖି ତା’ଯାଗାରୁ ଖସି ଯାଇଛି ।

  • Friday, 26 May 2023
Ancient temple
Ancient Temples: ଦୁନିଆର ବହୁ ପ୍ରାଚୀନ ମନ୍ଦିର, ଏବେ ବି ଲୋକେ ଏହାର ଦିୱାନା ! ଏହାର ସୌନ୍ଦର୍ଯ୍ୟ ଆଗରେ ସବୁ କିଛି ଫିକା

ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।

  • Friday, 26 May 2023