• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Keonjhar, Joda, Kolhapanduli Village
ଏହି ଗାଁରେ କିଛି ନାହିଁ ! ପାଣି ମିଳୁଛି ନା ଚାଉଳ, ରାସ୍ତା ଖଣ୍ଡେ ବି ନାହିଁ...

ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।

  • Thursday, 11 May 2023
Boat Capsized
ନିଆରା ନାଉରିର କାହାଣୀ ! ନଈରେ ବୁଡ଼ିଲା ଡଙ୍ଗା, ଅନ୍ୟଙ୍କୁ ବଞ୍ଚାଇଲେ ନିଜେ ଜୀବନ ହାରିଲେ

ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।

Andhra Pradesh traders
ଓଡ଼ିଶା ସରକାର କିଣୁନି କୋଟିଆ ତେନ୍ତୁଳି: ଶସ୍ତାରେ ବୋହି ନେଉଛନ୍ତି ଆନ୍ଧ୍ର ସାହୁକାର

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ ଥିବା କୋଟିଆ ବାସୀ ଅଭିଯୋଗ କରିଛନ୍ତି ।

Fish Farming
ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା

Facebook
ସାବଧାନ ଫେସ୍‌ବୁକ୍‌ ୟୁଜର ! ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍, କରନ୍ତୁ ନାହିଁ ବିଶ୍ୱାସ

ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

Apple Farming
୪୨ ଡିଗ୍ରୀ ଖରାରେ ବି ହେଉଛି ସେଓ ଚାଷ...ମାଲେମାଲ୍‌ ଚାଷୀ

କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ

Apple Farming
ଓଡ଼ିଶା ମାଟିରେ ଫଳୁଛି ସେଓ

ଓଡ଼ିଶା ମାଟିରେ ଫଳୁଛି ସେଓ । ପାଖାପାଖି ୪୦ ଡିଗ୍ରୀ ତାପମାତ୍ରାରେ ଶୀତଳ ଜଳବାୟୁରେ ଫଳଚାଷ କରି ଚର୍ଚ୍ଚାରେ ଯାଜପୁର କୋରେଇର ରବୀନ୍ଦ୍ର ନାୟକ

Toilet Scam
ପରିସ୍ରାଗାର ଟଙ୍କା ବି ଖାଇଦେଲେ !

ଲୁ ନାଁରେ ମହାଲୁଟ୍‌ । ମୁକ୍ତା ଯୋଜନାରେ ବିରାଟ ଘୋଟାଲା । ଅଧାରୁ ଅଧିକ ଟଏଲେଟ୍‌ କାମ କରୁନି

Nabakrushna Choudhury
ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

President Of India Droupadi Murmu
ଭାଷଣ ଦେଉଥିଲେ ମହାମହିମ ରାଷ୍ଟ୍ରପତି, କଟିଗଲା ଲାଇନ୍

ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।

Alcohol Vending Machine In India
ATMରୁ ଟଙ୍କା ବାହାରିବା ଭଳି, ସ୍ୱିଚ୍‌ ଚିପିଲେ ବାହାରିବ ମଦ !

 ମଦ କିଣିବା ପରେ ଆପଣ ଅନ୍‌ଲାଇନ୍ ହେଉ କିମ୍ବା କ୍ୟାସ୍‌ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।

Samar Pratap Nayak
ଫର୍ଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ, ‘୪୦ ଅଣ୍ଡର ୪୦’ରେ ସର୍ବ କନିଷ୍ଠ ସମର

ଭୁବନେଶ୍ୱରର ଏକ ଘରୋଇ କଲେଜରେ ସେ ମ୍ୟାନେଜମେଣ୍ଟ ପାଠ ପଢ଼ିବା ପରେ IIM ଅହମ୍ମଦାବାଦରୁ ଡିଗ୍ରୀ ହାସଲ କରିଛନ୍ତି । ପାଠ ପଢ଼ା ସରିବା ପରେ ସମର କେବେ ବି ୯-୫ ଚାକିରି କରିବା କଥା ଚିନ୍ତା କରି ନାହାଁନ୍ତି ।

  • Saturday, 06 May 2023
Farmer Problem
କାନଖୋଲି ଶୁଣ ପ୍ରଶାସନ...ପାଣି ତ ଦେଲନି, ଆମେ ଚାଷ କରିବୁ କେମିତି?

ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍‌ ଟଙ୍କା ସୁଝିବୁ କେମିତି?

Women Empowerment Mallakhamba Artist Recky Prava Ray
ବିପଜ୍ଜନକ ଖେଳକୁ ଆପଣେଇ ଚମକୁଛନ୍ତି ଓଡ଼ିଆ ଝିଅ ରେକିପ୍ରଭା

ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।

kendu leaf pluckers
କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା

ଦ୍ୱିତୀୟ ପର୍ଯ୍ୟାୟରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Biju Setu
ଇଏ କେମିତିକା ସେତୁ ? ୧୧ ବର୍ଷ ହେଲାଣି ସରୁନି, ଲୋକଙ୍କ ଭରସା ବାଉଁଶ ପୋଲ

୧୧ ବର୍ଷ ହେଲାଣି ସରୁନି ବିଜୁ ସେତୁ । ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ହେତୁ ସରୁନି ସେତୁ କାମ । ଜୀବନକୁ ବାଜିରେ ଲଗାଇ ବାଉଁଶ ପୋଲରେ ଯାଆସ କରୁଛନ୍ତି ଲୋକେ।

Puri Collector Samarth Verma Marriage
2 IAS Officer Marriage: ପୁରୀ ଜିଲ୍ଲାପାଳଙ୍କୁ ବିବାହ କରିବେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।

Baba Satyanarayan
୧୩ ବର୍ଷ ବୟସରେ ଜିଭ କାଟି ଧ୍ୟାନରେ ବସିଥିଲେ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ

ବର୍ଷେ କି ଦୁଇବର୍ଷ ନୁହେଁ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ। ଗୋଟିଏ ସ୍ଥାନରେ ଧ୍ୟାନ ମୁଦ୍ରାରେ ବସି କରୁଛନ୍ତି ଭଗବାନ ଶିବଙ୍କ ଆରାଧନା।

  • Thursday, 04 May 2023
  • Baba
Train manager Sasmita Sarkar
ଟ୍ରେନ୍ ମ୍ୟାନେଜର ସସ୍ମିତା ସରକାରଙ୍କ ସଂଘର୍ଷମୟ କାହାଣୀ, ଆପଣଙ୍କୁ ଦେବ ପ୍ରେରଣା...

ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।

Water Problem
ପିଇବା ପାଣି ପାଇଁ ଏକମାତ୍ର ଚୁଆ ହିଁ ଭରସା...ଏଇଠି ମଣିଷ, ଏଇଠି ଗାଈଗୋରୁ

ଠିକ୍‌ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।

Aparajita Sarangi On Khandagiri Udayagiri Tourism
ଖଣ୍ଡଗିରି-ଉଦୟଗିରିକୁ ବିଶ୍ୱ ଐତିହ୍ୟ ଘୋଷଣା ପାଇଁ ଦାବି କଲେ ସାଂସଦ

ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି ।

Viral Mango Tree
ଅଦ୍ଭୁତ ! ଗୋଟିଏ ଗଛରେ ଫଳୁଛି ୧୪ କିସମର ଆମ୍ବ...

ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।

Drink And Drive
ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଏଣିକି ୨ ବର୍ଷ ଜେଲ୍, ୧୫୦୦୦ ଫାଇନ୍

କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ ।

Water Problem
ପିଇବା ପାଣି ପାଇଁ ଏକମାତ୍ର ଚୁଆ ହିଁ ଭରସା...ଏଇଠି ମଣିଷ, ଏଇଠି ଗାଈଗୋରୁ

ଠିକ୍‌ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।

  • Wednesday, 03 May 2023
 Insects destroy
ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

  • Wednesday, 03 May 2023
  • Crops