• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

yagya to calm down sea
ବିକଟାଳ ଶବ୍ଦ କରି ମାଡ଼ି ଆସୁଛି ସମୁଦ୍ର : ଶାନ୍ତ କରିବାକୁ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡ଼ା ପେଣ୍ଠ ବେଳାଭୂମିରେ ମହିମା ସନ୍ନ୍ୟାସୀଙ୍କ ଦ୍ୱାରା ମହାଯଜ୍ଞ କରାଯାଉଛି ।

  • Thursday, 09 March 2023
  • Sea
Jagannath devotee
ହରିୟାଣାରୁ ଆସିଥିଲେ ଶ୍ରୀକ୍ଷେତ୍ର...କାଳିଆକୁ କରିଥାଆନ୍ତେ ଦର୍ଶନ...ଉଡ଼ିଗଲା ପ୍ରାଣବାୟୁ...

ଶ୍ରୀକ୍ଷେତ୍ରରୁ ପ୍ରାୟ ୨ହଜାର କିମି ଦୂରରୁ ଅର୍ଥାତ୍‌ ହରିୟାଣାରୁ ପୁରୀ ଆସି ଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ମନରେ ଇଚ୍ଛା ଥିଲା ଟିକେ କାଳିଆକୁ ଦର୍ଶନ କରିବେ ବୋଲି । ସେଇଥି ଲାଗି ଏତେ ବାଟରୁ ଆସି ପହଞ୍ଚିଥିଲେ ପୁରୀ । ଜଗା ଦର୍ଶନ ହେବା ପରେ ହୋଟେଲ ଫେରିଥିଲେ । ପରେ ଘର ଲୋକଙ୍କୁ ଫୋନ୍‌ କରିଥିଲେ । ଆଉ କହିଥିଲେ, ଭଲରେ ଭଲରେ ଜଗା ଦର୍ଶନ ହେଲା

holi
ହୋଲିରେ କାନ୍ଦବୋବାଳି : ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଭାଇ ମୃତ

ହୋଲି ଖେଳ ସାରି ଗାଧୋଇବା ବେଳେ ଭାସି ଯାଇ ୨ ଭାଇ ମୃତ

Fire at vending zone
ଭେଣ୍ଡିଂ ଜୋନରେ ଲାଗିଲା ନିଆଁ : ହୁତୁ ହୁତୁ ଜଳିଲା ୫ ଦୋକାନ

ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି

JOLLYWOOD
ଯାତ୍ରାର ଆଗରୁ ଆଇଟମ ଡାନ୍ସ ନାଁରେ ବେଧଡକ୍ ଚାଲୁଛି ଅଙ୍ଗପ୍ରଦର୍ଶନ

ଯାତ୍ରା ପେଣ୍ଡାଲରେ ସୀମା ଟପିଗଲାଣି ନଗ୍ନତା । ସ୍ଥିତି ଏମିତି ହେଲାଣି ଯେ, ସପରିବାର ଏକାଠି ଆଉ ଯାତ୍ରା ଦେଖିବାକୁ ଯାଇ ପାରୁ ନାହାନ୍ତି ।

JOLLYWOOD
ଆଉ ଯାତ୍ରାରେ ଚଳିବନି ଅଶ୍ଳୀଳତା-ନଗ୍ନତା-ଅଙ୍ଗ ପ୍ରଦର୍ଶନ କିମ୍ବା ଦ୍ୱିଅର୍ଥ ବୋଧକ ଶବ୍ଦ

​​​​​​​ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ।

Khordha firecracker explosion
ଜୀବନ ଯିବା ପରେ ଚେତା ପଶିଲା ! ବେଆଇନ ବାଣ ତିଆରି ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ, ୭ ଗିରଫ

କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....

Barakanya Waterfall
ପ୍ରକୃତି କୋଳରେ କୋଳାହଳଠୁ ଦୂରରେ, ବରକନ୍ୟା ଜଳପ୍ରପାତ; ଗୋଟିଏ ସ୍ଥାନରେ ୪ ଝରଣା..

ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।

Train X
ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍‌ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ । 

firecracker explosion
ହୃଦୟବିଦାରକ : ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର, ହସ୍ପିଟାଲ ସ୍ଥାନାନ୍ତର

tragic incident
ମୋବାଇଲ୍‌ ଭାଙ୍ଗୁଛି ସମ୍ପର୍କ : ସ୍ମାର୍ଟଫୋନ୍‌ ପାଇଁ ସ୍ୱାମୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ସ୍ତ୍ରୀ

ମୋବାଇଲ୍ ଥିଲେ ମୋର ସ୍ୱାମୀ ଦରକାର ନାହିଁ . . ଝଗଡ଼ା ହେବାରୁ ରୋକଠୋକ୍‌ ଶୁଣାଇଦେଲେ ସ୍ତ୍ରୀ . . .ଏକଥା ଶୁଣି . . .

I Love Odia Dalma Says Bollywood Music Director Anu Malik
‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

Annu Mallik
OTV Foresight 2023: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

Chetana Sinha
ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।

Jagi Mangat Panda
OTV Foresight 2023: ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ MD ଜଗି ମଙ୍ଗତ ପଣ୍ଡା

ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

Haryana girl reaches Odisha reportedly to marry her girlfriend
ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଓଡ଼ିଶା...

ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍‌ ଜିମା ଦେଇଛନ୍ତି। 

  • Saturday, 04 March 2023
Jagi Mangat Panda
ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ ସମ୍ମାନ

ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।

OTV Foresight
ଆଜି ଓଟିଭି ଫୋରସାଇଟ୍ ୨୦୨୩, ସକାଳ ୧୦.୩୦ରୁ ଓଟିଭିରେ ସିଧା ପ୍ରସାରଣ

ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ।

Sad Story
କି ଦୁଃଖ ! ଚଉଠି ଦିନ ଚାଲିଗଲା ବରର ଜୀବନ, ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର

ଘର ପାଖ ଗଡ଼ିଆରେ ଛକି ବସିଥିଲା ଯମ । ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ି ବରର ମୃତ୍ୟୁ ।

  • Friday, 03 March 2023
  • Sad
Pintu Nanda
ପଞ୍ଚଭୂତରେ ବିଲୀନ ଅଭିନେତା ପିଣ୍ଟୁ ନନ୍ଦ, ସରକାରଙ୍କ ଉପରେ ବର୍ଷିଲେ ଭାଇ ଓ ବରିଷ୍ଠ କଳାକାର

ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।

Love Story
ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...

ନିରଜ ଏବଂ ତାଙ୍କ ପତ୍ନୀ ରୁବି ଦେବୀ ୨୦୦୯ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ରହିଛି ।

Doctor Attendance
ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍ ବ୍ୟବସ୍ଥା

ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।

Pintu Nanda
ଚିକିତ୍ସା ପାଇଁ ଦିଲ୍ଲୀ ଯିବାବେଳେ ପିଣ୍ଟୁ କହିଥିଲେ ଫେରି ଆସିବେ

ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶ୍ରୁତି । ଅଫେରା ରାଇଜକୁ ଫେରିଯାଇଛନ୍ତି ପୋଖତ ଅଭିନେତା ପିଣ୍ଟୁ ନନ୍ଦ ।

Leopard strays into residential area
ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Doctor Attendance
ଆଉ ଠକି ପାରିବେନି ! ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍

ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।