କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।
ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଶୀତ ଆରମ୍ଭ ସହ ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଗହଳି ।
କିଏ ଜାଣିଥିଲା ବାପାର ଶେଷକୃତ୍ୟକୁ ଯାଇ ପୁଅ ଆଉ ଫେରିବନି ? କିଏ ଜାଣିଥିଲା ଯେ, ପରିବାରକୁ ଏତେ ବଡ଼ ବିପତ୍ତି ମାଡ଼ି ଆସିବ ?
ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।
ବିଦା ହେଲେ ବୈପାରୀଗୁଡ଼ା IIC ...ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କଲେ ଡିଜିପି...ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ..
ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର।
ଭିଜିଲାନସ ଜାଲରେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ….ବସରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ…
ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି ।
କାର୍ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା...କାର୍ରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ..
ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।
ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ ।
ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l
ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ
ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍ ଖେଳିବା । ଟିକିଏ ଫୁରସତ୍ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି ।
କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି।
ପାଡୁଆ ପୋଲିସ୍ ଗାଡ଼ିରୁ ଜବତ କରିଛି ୫୧ କେଜିର ଗଂଜେଇ । ଦାର୍ଲିପୁଟ ଗାଁ ନିକଟରେ କାରକୁ ଅଟକାଇଥିଲା ପୋଲିସ । କାରକୁ ଛାଡ଼ି ଚମ୍ପଟ ମାରିଥିଲା ଗାଡ଼ିର ଡ୍ରାଇଭର । ଗାଡ଼ିର ନମ୍ବର ପ୍ଲେଟରେ ଲେଖାଯାଇଛି ‘PWD, ଭାରତ ସରକାର’ ।
ବିଧାୟକ ତାରା ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ....ଜୟପୁରରେ ଦାଣ୍ଡିଆ ନାଇଟରେ ନାଚିଲେ ତାରା
ମାଆ ଦୁର୍ଗାଙ୍କ ଆଗମନ ହୋଇଥିବାରୁ ମାଆ ମୁତ୍ୟାଲୁମାଙ୍କ ଡାହାଣ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ମାଙ୍କ ନିକଟରେ ୧୧ ପ୍ରକାର ଭୋଗ ଲାଗି ହୁଏ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଚଳାଚଳକୁ ମାଲାକାନଗିରି ଓ କୋରାପୁଟରେ ବିରୋଧ କରାଯାଇଛି। ସରକାରଙ୍କ ଯେଉଁ ସବୁ ସର୍ତ୍ତାବଳୀ ରହିଛି ସେହି ସର୍ତ୍ତରେ ଘରୋଇ ବସ୍ ମାଲିକ ସଂଘକୁ ସାମିଲ କରିବାକୁ ନିବେଦନ।