• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Construction

Medical
ସରୁନି ମେଡିକାଲ କଲେଜ୍‌ କାମ; ହନ୍ତସନ୍ତ ହେଉଛନ୍ତି ରୋଗୀ

ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା । ହେଲେ ସରିଲାନି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିର୍ମାଣ କାମ । ନା ଉପକୃତ ହେଲେ ରୋଗୀ । ନା ମିଳିଲା ସ୍ୱାସ୍ଥ୍ୟ ସୁବିଧା । ବର୍ଷ ପରେ ବର୍ଷ ବିତିଗଲା ସତ ହେଲେ ସ୍ଥିତିରେ ଆସିଲାନି କୌଣସି ସୁଧାର ।

Koraput Bypass
ବାଇପାସ୍ ନିର୍ମାଣକୁ ନେଇ କେଁ ! ଜମି ହସ୍ତାନ୍ତର ପରେ ବି ତୁଟୁନି ବିବାଦ

କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।

Politics
ସୁକତେଲ ବାହାନା..ନେତା ମାରୁଛନ୍ତି ତେଲ

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..

passenger’s waiting room
ସରୁନି ଯାତ୍ରୀ ବିଶ୍ରାମଗାର ନିର୍ମାଣ

ଓଡ଼ିଶାରେ ୧୫ ମାସରେ ଶେଷ ହେଉଛି ଷ୍ଟାଡିୟମ ନିର୍ମାଣ । କିନ୍ତୁ ୧୮ ବର୍ଷ ପରେ ମଧ୍ୟ ସରୁନି ଯାତ୍ରୀ ବିଶ୍ରାମଗାରର ନିର୍ମାଣ । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ।

Crime
ସମସ୍ତଙ୍କ ଆଖି ସାମ୍ନାରେ ହେଉଛି ଚୋରି, ହେଲେ କାହାରିକୁ କିଛି ଦେଖାଯାଉନି !

ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।