ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା ।
ସମ୍ପତ୍ତି ପାଇଁ ୬୫ ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼ । ବୁଢ଼ା ବାପାଟାର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ । ରକ୍ତରେ ଜୁଡୁବୁଡୁ ହେଲା ବାପା । ମେଡିକାଲରେ ଚାଲିଗଲା ଜୀବନ ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।
ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?
ଆଲୋ ହେ...ତୁ କିଏ ଲୋ? ତୋ ପାଦ ତଳେ ମୋ ଗେରସ୍ତ କାହିଁ ମୁଣ୍ଡ କାଟି ଥୋଇବ? ମୁଁ କଣ ତୋ ପାଇଁ ବିଧବା ହେବି? ଅନେଇଲୁ...
କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...