• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Drinking Water Problem
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଜଳ ସଂକଟ, ଟ୍ୟାଙ୍କର ଉପରେ ଚଢି ପାଣି ସଂଗ୍ରହ କରୁଛନ୍ତି ଲୋକ

ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି।

Heat wave
ଆକାଶରୁ ଖସୁଛି ନିଆଁ ଝୁଲ; ୪୬ ଡିଗ୍ରୀ ଉପରେ ରାଜ୍ୟର ୪ ସହର

ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Marriage Act
ହାଇକୋର୍ଟଙ୍କ ବଡ଼ ରାୟ; ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ

ହିନ୍ଦୁ ମୁସଲିମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ଧର୍ମ ପରିବର୍ତ୍ତନ ବିନା ହିନ୍ଦୁ ଓ ମୁସଲିମ ବିବାହ କରିପାରିବେନି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Chhota Rajan
ଜୟା ସେଟ୍ଟୀ ହତ୍ୟା ମାମଲା: ଅଣ୍ଡରୱାଲର୍ଡ ଡନ୍ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ...

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୨୦୦୧ ମସିହାରେ ମୁମ୍ବାଇର ବ୍ୟବସାୟୀ ଜୟା ସେଟ୍ଟୀଙ୍କ ହତ୍ୟା ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Bus Accident
ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୨୧ ମୃତ

ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।

News Anchor
ବୁଲେଟିନ୍‌ ପଢୁଥିଲେ ଆଙ୍କର୍‌.. ହଠାତ ଏମିତି ଘଟିଲା..ଦେଖନ୍ତୁ ଭିଡିଓ...

ଏମିତି ସାମ୍ବାଦିକାଙ୍କୁ ଶହେ ସଲାମ। ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ବୋଷ୍ଟନ ୨୫ ର ଆଙ୍କର୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ତାଙ୍କର ସମ୍ବାଦ ପରିବେଷଣର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

PM Modi
୪୮ ଘଣ୍ଟା ଧ୍ୟାନରେ ବସିବେ ମୋଦି; ଭାଇରାଲ ହେଲା ୩୩ ବର୍ଷ ତଳର ପୁରୁଣା ଫଟୋ...

ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି...

ac blast
ଏସି ବ୍ଲାଷ୍ଟ ହୋଇ ଫ୍ଲାଟ୍‌ରେ ଭୟାବହ ଅଗ୍ନିକାଣ୍ଡ: ଆପଣଙ୍କ ପାଇଁ କିଛି ଟିପ୍ସ, ଜାଣନ୍ତୁ କେମିତି ଲାଗିବ ନାହିଁ ନିଆଁ....

ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ ହୋଇ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା ।

Hardik Pandya
ମୁମ୍ବାଇରେ ନାହିଁ ନିଜ ଘର, ବିଭିନ୍ନ ସ୍ଥାନରେ ନେଇଛନ୍ତି ଭଡ଼ା.. ଦାମ୍ ଜାଣିଲେ ତାଜୁବ ହେବେ

ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍‌ସିଆଲ ୟୁନିଟ୍‌କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍‌ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ।

nandamuri balakrishna
ମଞ୍ଚରେ ଅଭିନେତ୍ରୀଙ୍କୁ ଠେଲିଦେଇ ଅଡୁଆରେ ସୁପରଷ୍ଟାର ! ଭାଇରାଲ ହେଉଛି ଭିଡ଼ିଓ...

ତେଲୁଗୁ ସୁପରଷ୍ଟାର ବାଲକ୍ରିଷ୍ଣାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିପାଇଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଭିଡିଓରେ ନନ୍ଦାମୁରୀ ବାଲକ୍ରିଷ୍ଣା ଏକ ଇଭେଣ୍ଟରେ ଅଭିନେତ୍ରୀ ଅଞ୍ଜଲିଙ୍କୁ ଠେଲି ଦେଉଥିବାର ନଜର ଆସିଛନ୍ତି । 

Rahul Gandhi
ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ: ରାହୁଲ ଗାନ୍ଧି

ଆଜି ଓଡ଼ିଶା ଆସି ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବାଲେଶ୍ବରର ସିମୁଳିଆରେ ଜନସଭାକୁ଼ ସମ୍ବୋଧନ କରି ଆରମ୍ଭରୁ ବିଜେପି-ବିଜେଡ଼ିକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧି ।

gold necklace
Gold Price Today 30th May 2024: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

salary cut for ‘bed performance’
ଶିକ୍ଷା ବିଭାଗର ବଡ଼ ଭୁଲ ! BAD ନୁହେଁ BED Performance ପାଇଁ କଟିଲା ଶିକ୍ଷକଙ୍କ ଦରମା...

ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ (DEO) ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ ।

Mansoon
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।

Agnibaan SoRTed-01 mission
ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍‌’; ଶୁଭେଚ୍ଛା ଜଣାଇଲା ଇସ୍ରୋ

ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।

Murder
ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।

If there is blue color in this side of the house honor will be lost
Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ବହୁ ସମୟରେ ଗୃହ ନିର୍ମାଣ ଠିକ୍ ଥିବ କିନ୍ତୁ ରଙ୍ଗ ଦେଲା ବେଳେ କେଉଁ ଦିଗରେ କେଉଁ ରଙ୍ଗ ଦିଆଯିବ ଏବଂ ଏହାର ଗୃହକର୍ତ୍ତାଙ୍କ ରାଶି ସହିତ କେତେ ଶୁଭ ତାହାର ବିଚାର ନ କରି ରଙ୍ଗ କରିଥିଲେ କେବଳ ଏହି ରଙ୍ଗ କାରଣରୁ ଅନେକ ବାସ୍ତୁ ସମସ୍ୟା ଆସିଥାଏ।

How can parents help to stop bed wetting kids
Parenting Tips: ଆପଣଙ୍କ ୬/୭ ବର୍ଷର ପିଲା ବିଛଣାରେ ପରିସ୍ରା କରିଦେଉଛି କି… ୫ଟି ଘରୋଇ ଉପଚାର

ଯଦି ଆପଣଙ୍କର ପିଲାକୁ ୬ କିମ୍ବା ୭ ବର୍ଷ ହୋଇଗଲାଣି ଆଉ ସେ ଶେଯରେ ପରିସ୍ରା କରିଦେଉଛି ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ। ଆୟୁର୍ବେଦରେ ବିଭିନ୍ନ ଫଳ ମାଧ୍ୟରେ କେତେକ ଘରୋଇ ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ସାହାଯ୍ୟରେ ଆପଣ ନିଜ ପିଲାମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ ବନ୍ଦ କରିଦେଇ ପାରିବେ।

Panchang Today
Panchang Today 30th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

if you are angry vent out your anger fiercely in the rage room
Viral Video: ରାଗ ଶାନ୍ତ କରିବାକୁ ଏଠାକୁ ଆସନ୍ତୁ; ମନଇଚ୍ଛା ଟିଭି-ଲାପ୍‌ଟପ୍-ମୋବାଇଲ୍ ଭାଙ୍ଗନ୍ତୁ

ରାଗରେ ଆମେ ଟିଭି ଭାଙ୍ଗିବା, ମୋବାଇଲ୍ ଭାଙ୍ଗିବା କିମ୍ବା ଆଉ କିଛି କ୍ଷୟକ୍ଷତି କରିଦେଉ। ଯଦି ଆପଣ ମଧ୍ୟ ଏହିପରି ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ କିଛି ମଜାଦାର ସୂଚନା ଆଣିଛୁ। ଆମେ ଏମିତି ଏକ ଯାଗା ବିଷୟରେ କହିବୁ ଯେଉଁଠିକୁ ଯାଇ ଆପଣ ଯାହା ଚାହିଁବେ ତାହା ଭାଙ୍ଗିବେ।

RudraM-II
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା; ଶତ୍ରୁର ରାଡାରକୁ ଉଡ଼ାଇବ 'ରୁଦ୍ରମ୍-୨'

ଓଡ଼ିଶା ତଟରେ ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ରମ୍-2 ର ସଫଳ ପରୀକ୍ଷଣ ।  DRDO ଦ୍ବାରା ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ।  

Sujata Karthikeyan
ସୁଜାତା କାର୍ତ୍ତିକେୟନଙ୍କ ନାଁରେ CECରେ ବିଜେପି ଫେରାଦ, ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ

ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି ।

kidney removed
ଏ କେମିତିକା ଡାକ୍ତର; ଖରାପ ବଦଳରେ ଅପରେସନ୍‌ କରିଦେଲେ ଭଲ କିଡନୀ...

ଖରାପ କିଡନୀ କାଢିବା ବଦଳରେ କାଢିଲେ ଭଲ କିଡନୀ । ଯାହାଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ରୋଗୀ ।

fire
ପାର୍କିଂରେ ଛିଡ଼ା ହୋଇଥିଲା ସବୁ କାର, ଅଚାନକ ଜଳିଗଲା..!

ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।

burj khalifa
Video: ବୁର୍ଜ ଖଲିଫାରେ ଚମକିଲା IPL ଟ୍ରଫି; କିଙ୍ଗ୍‌ ଖାନଙ୍କୁ ମିଳିଲା ଶୁଭେଚ୍ଛା...

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି ।