ଗତ ସିଜିନ୍ ଭଳି ଏହି ସିଜିନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।
ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ବିଜୟ ଲାଭ କରି ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ ।
ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।
ରୋହିତ ଶର୍ମାଙ୍କ ପରେ କିଏ ? ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ଜାଣନ୍ତୁ କାହିଁକି...
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ?
ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ ।
ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।
ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେବ।
ଯଦିଓ ବିଶ୍ୱକପ୍ ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼ିଛି ହେଲେ ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍ ଜିତିପାରି ନାହିଁ, ହେଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।
ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ଟି ହାରିଯିବା ପରେ ଏବେ ଟିମ୍ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।