• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suryakumar Yadav

ଚମକ ହରାଇଲେଣି ସୂର୍ଯ୍ୟକୁମାର ଯାଦବ
Sports: ଟି-୨୦ରେ ଚମକ ହରାଇଲେଣି ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।

surya kumar
Surya Kumar for Ranji: ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ସୂର୍ଯ୍ୟଙ୍କ ପ୍ରୟାସ, ମୁମ୍ବାଇ ପାଇଁ ଖେଳିବେ ରଣଜୀ ମ୍ୟାଚ

ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ସୂର୍ଯ୍ୟ କୁମାର ଯାଦବ ଟେଷ୍ଟ ଓ ଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସୂର୍ଯ୍ୟ ଆଉ ଏକ ପ୍ରୟାସ କରିଛନ୍ତି। ଚଳିତ ରଣଜୀ ସିଜନରେ ସେ ମୁମ୍ବାଇ ପକ୍ଷରୁ ଖେଳିବା ସହ ଜାତୀୟ ଦଳ ପାଇଁ ଚୟନର ଦାବିଦାରୀ ଉପସ୍ଥାପନ କରିବେ ବୋଲି ଜଣାପଡିଛି।

ଆଜି ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟି-୨୦
IND vs ENG: ଆଜି ଚେନ୍ନାଇରେ ଖେଳାଯିବ ଦ୍ୱିତୀୟ ଟି-୨୦, ଜାଣନ୍ତୁ କ’ଣ ରହିବ ଉଭୟ ଟିମ୍‌ ଚୁଡ଼ାନ୍ତ ଏକାଦଶ

ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ଦଳ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସନ୍ଧ୍ୟା ୭ ଟାରେ ଆରମ୍ଭ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବ ।

ଗୋଟିଏ ଟିମ୍‌ରେ ୪ କ୍ୟାପଟେନ୍‌
IPL 2025: ଗୋଟିଏ ଟିମ୍‌ରେ ୪ କ୍ୟାପଟେନ୍‌; କେହି ନୁହଁନ୍ତି କାହାଠୁ କମ୍‌, ଜାଣନ୍ତୁ କିଏ...କିଏ

ଗତ ସିଜିନ୍‌ ଭଳି ଏହି ସିଜିନ୍‌ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।

ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦
SA vs IND 2nd T20: ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦, ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ବୋଲର...

ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଖେଳାଯିବ ।

Shubman Gill
ଗମ୍ଭୀର କଲେ ବଡ଼ ପରିବର୍ତ୍ତନ...ଜାଣନ୍ତୁ ରୋହିତ, ସୂର୍ଯ୍ୟଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ ?

ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

T20I Captaincy
ହାର୍ଦ୍ଦିକଙ୍କ ପତ୍ତା କାଟିବେ ସୂର୍ଯ୍ୟକୁମାର; ଏହି କାରଣରୁ କ୍ୟାପ୍‌ଟେନ୍‌ ହେବନି ପାଣ୍ଡ୍ୟା !

ରୋହିତ ଶର୍ମାଙ୍କ ପରେ କିଏ ? ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ଜାଣନ୍ତୁ କାହିଁକି...

T20 Captain
ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍‌ ଇଣ୍ଡିଆର ମଙ୍ଗ ?

SKY on Virat and rohit
‘ଆଗାମୀ ବିଶ୍ୱକପ୍‌ ଭାରତରେ ଅଛି, ଆଉ ଦୁଇ ବର୍ଷ ରହିଯାଅ...’

ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ ।

T20 World Cup
କ୍ୟାଚ୍ ଆଣିଦେଲା ବିଶ୍ବକପ୍ ଟ୍ରଫି; ୮୩ରେ କପିଲ୍ ଦେବଙ୍କ କ୍ୟାଚ୍, ୨୪ରେ ସୂର୍ଯ୍ୟକୁମାର

ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍‌ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।

Suryakumar Yadav
ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ ! ରୋହିତ, ବିରାଟ ଓ ହାର୍ଦ୍ଦିକ ନେଇପାରନ୍ତି ବିଶ୍ରାମ

ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍‌ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍‌ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେବ।

T20 World Cup 2022: ICC Short List Nine Players For The Player Of The Tournament Award
ଟି-୨୦ ବିଶ୍ୱକପ୍‌‌‌: ଫାଇନାଲ୍‌ ମ୍ୟାଚ୍‌ ନଖେଳି ମଧ୍ୟ ଜଲ୍‌ୱା ଦେଖାଇପାରେ ଭାରତ

ଯଦିଓ ବିଶ୍ୱକପ୍‌ ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ବାଦ୍‌ ପଡ଼ିଛି ହେଲେ  ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍‌ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍‌ ଜିତିପାରି ନାହିଁ, ହେଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ ଦେଖାଇବ ଭାରତ; ମଇଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ..

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।