• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Neet

Supreme Court
କୋର୍ଟରୁମ୍‌ରେ ଡ୍ରାମା, ସୁପ୍ରିମକୋର୍ଟ ଓକିଲଙ୍କୁ ଏମିତି କହିଲେ ପ୍ରଧାନ ବିଚାରପତି

ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।

NEET
CBIକୁ ପୁଣି ସଫଳତା, ହଷ୍ଟେଲରୁ ଚାରି MBBS ଛାତ୍ରଙ୍କୁ କଲା ଗିରଫ

ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। 

NEET
CBIକୁ ବଡ଼ ସଫଳତା, ଗିରଫ ସଂଖ୍ୟା ୧୪ରେ ପହଞ୍ଚିଲା

ମାମଲାରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। କିଛି ଦିନ ତଳେ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍ ରକିକୁ ପାଟନାରୁ ଗିରଫ କରି, ୧୦ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

NEET
ଧରାପଡ଼ିଲା ‘ନିଟ୍’ ମାଷ୍ଟର ମାଇଣ୍ଡ ରକି, ୧୦ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଧରାପଡ଼ିଲା ‘ନିଟ୍’ ମାଷ୍ଟର ମାଇଣ୍ଡ । ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକି ଗିରଫ । ଗିରଫ ପରେ ୧୦ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ପାଟନାରୁ ରାକେଶକୁ ସିବିଆଇ ଧରିବାରେ ସଫଳ ହୋଇଥିବା ସୂଚନା

NEET-UG Paper Leak
NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲା: CBIକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମାମଲା ନେଇ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । 

NEET-PG
NEET-PG ପାଇଁ ନୂଆ ତାରିଖ ଘୋଷଣା; ଦୁଇଟି ସିଫ୍ଟରେ ହେବ ପରୀକ୍ଷା

ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ।

NEET Exam
ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ।

NEET Exam
ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ, ପାଟନାରୁ ହେଲେ ଗିରଫ

ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ ।

NEET controversy
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: କେମିତି ହୁଏ ପେପର ଲିକ୍ କହିଲା ମାଫିଆ...

ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ବିଷୟରେ ବୁଝାଇଛନ୍ତି । କେମିତି ହୁଏ ପେପର ଲିକ୍...

NTA
ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ, ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ

ହଟିଲେ NTA ଡିଜି । ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ।

Anti-paper leak law
ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ଆଇନ୍; 'ଆଣ୍ଟି ପେପର୍ ଲିକ୍' ଆଇନ୍ ଆଣିଲେ କେନ୍ଦ୍ର ସରକାର

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।

anti paper leak act
ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ଆସିଲା ଆଇନ୍; ୧୦ବର୍ଷ ଜେଲ୍ ସହ ହୋଇପାରେ ୧କୋଟି ଜରିମାନା

ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।

Dharmendra Pradhan On NTA
‘ଯିଏ ଭୁଲ କରିଥିବ, ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ପାଟନା ପୋଲିସ୍‌ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।’

NEET
NEET ପରେ NET ପରୀକ୍ଷାରେ ବି ଘୋଟାଲା !

ପରୀକ୍ଷା ବାତିଲ ପରେ ତାତିଲେ ଛାତ୍ର ସଂଗଠନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ଓ ମନ୍ତ୍ରାଳୟ ଆଗରେ ବିକ୍ଷୋଭ ।

NSUI
ନିଟ୍ ଓ UGC-NET ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା NSUI

ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି ।

Neet Exam
ନିଟ୍ ପରିକ୍ଷାର୍ଥୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ ଦିଆଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ସାରା ଦେଶରେ ଛାତ୍ର ପ୍ରତିବାଦ କରୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ମେଧାବୀ ନିଟ୍ ପରିକ୍ଷାର୍ଥୀ ମାନଙ୍କର ସ୍ୱାର୍ଥକୁ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ ।

NEET Exam
ନିଟ୍ ପରୀକ୍ଷାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ୍, କହିଲେ ..

NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେପର ଲିକ୍ ହୋଇନି । ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ ।

NEET UG 2024
NEET ବିବାଦ: ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ, ପୁଣି ହେବ ପରୀକ୍ଷା

୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କଲେ ସୁପ୍ରିମକୋର୍ଟ । ପୁଣି ହେବ NEET ପରୀକ୍ଷା । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା ।

NEET
NEET ପରୀକ୍ଷାର୍ଥୀଙ୍କୁ ପ୍ରଲୋଭନ: ‘ଯାହା ପାରୁଛ ଲେଖ, ବାକି ଆମେ ପୂରଣ କରିବୁ’

ପ୍ଲାନ ଅନୁଯାୟୀ, ପରୀକ୍ଷାର୍ଥୀ ସେହି ପ୍ରଶ୍ନଗୁଡ଼ିକୁ ଖାଲି ଛାଡିଥିଲେ ଯାହାର ଉତ୍ତର ସେମାନେ ଜାଣିନଥିଲେ। ପରୀକ୍ଷା ଖାତା ସଂଗ୍ରହ ହେବା ପରେ ଏହି ପ୍ରଶ୍ନଗୁଡିକର ଉତ୍ତର ସେମାନେ ଲେଖିଦେବେ ବୋଲି କହିଛନ୍ତି।

Fake NEET Examinee
NEET ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ; ଧରାଇଦେଲା ଫିଙ୍ଗର ଫ୍ରିଣ୍ଟ

ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।

Neet Exam
'ମୋତେ କ୍ଷମା କରିଦେବ ବାପା, ମୁଁ ତୁମ ସ୍ୱପ୍ନ ପୂରା କରିପାରିଲିନି; ମୁଁ ପାରୁନି'

କୋଟାରେ ପୁଣି ଆଉ ଏକ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷାରେ ବିଫଳତା ପରେ ଝୁଲି ପଡ଼ିଲେ ଛାତ୍ରଜଣକ । ମେଡିକାଲ ପାଇଁ ଆୟୋଜିତ NEET ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ ।

Kota
ପରୀକ୍ଷା, ପ୍ରେମ ନା ପ୍ରେସର୍...କୁଆଡ଼େ ଯାଉଛନ୍ତି ଛାତ୍ର!

କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।

Question Paper Leak
ଆଉ ତ୍ରାହି ନାହିଁ ! ଏଥର ପ୍ରଶ୍ନପତ୍ର ଲିକ୍‌ ହେଲେ ମିଳିବ ବଡ଼ଦଣ୍ଡ...

କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍‌ କରାଯାଇପାରେ ।

Kota Suicide
ଶିକ୍ଷାର ସହରରେ କିଏ ବୁଣୁଛି ମୃତ୍ୟୁର ବୀଜ...କାହିଁକି କୋଟାରେ ବଢୁଛି ଆତ୍ମହତ୍ୟା...?

କୋଟାରେ ବଢ଼ି ଚାଲିଛି ଛାତ୍ର ଆତ୍ମହତ୍ୟା। ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ .. ?

 Divyang became an example
କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା ।