• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Disability Certificates

ସରକାର ଆମକୁ ସାର୍ଟିଫିକେଟ୍‌ ଦିଅ
Disability Certificate Delay: ସାର୍ଟିଫିକେଟ ପାଇଁ ଅପେକ୍ଷା କରି ନୟାନ୍ତ ହଜାର ହଜାର ଭିନ୍ନକ୍ଷମ !

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ଭିନ୍ନକ୍ଷମଙ୍କ ପରୀକ୍ଷା ନିରୀକ୍ଷା ସରିଛି । ହେଲେ ଅନ୍‌ଲାଇନ୍‌ ସାର୍ଟିଫିକେଟ ମିଳିନଥିବାରୁ ଅନେକ ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଂଚିତ ହୋଇଛନ୍ତି ।

Old Age Pension
ବାଃ ବାଃରେ ଆମ ବ୍ୟବସ୍ଥା ! ସଧବା ପାଉଛି ବିଧବା ଭତ୍ତା

ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୧୪ ଜଣ ଭତ୍ତା ନେଇଥିବା ବେଳେ ଜଣେ ସଧବା ମଧ୍ୟ ବିଧବା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ias officer puja khedkar
ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ; ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ଦେଇଥିଲେ ଭୁଲ୍‌ ଠିକଣା 

ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର । 

Students Booked For Submitting Forged Disability Certificates
‘ଜାଲ୍‌ ସାର୍ଟିଫିକେଟ ଦେଇ ଆଡମିଶନ କଲେ ଦଣ୍ଡିତ ହେବେ’

ଜାଲ୍‌ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତା’ହେଲେ ଆଇନ ଅନୁଯାୟୀ, ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଉ ଯଦି କେଉଁଠି ମଧ୍ୟ ଏପରି ହୋଇଥାଏ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।