ଗ୍ରୀଷ୍ମ ଋତୁରେ ବହୁ ଖାଦ୍ୟ ଅଧିକ ସମୟ ରହିବା ପରେ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ କେତେକ ଖାଦ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବାକୁ ଚାହାଁନ୍ତି, ତେବେ କିଛି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।
ଭୀଷଣ ରୂପ ଧାରଣ କରି ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ।
ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ... ୱିକେଟ୍ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ ।
ପ୍ରତ୍ୟେକ ଯୁବକ IBରେ କାମ କରିବାକୁ ଇଚ୍ଛା କରନ୍ତି। ଯଦି ଆପଣ ବି IBରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ତୁରନ୍ତ ଆବେଦନ କରନ୍ତୁ।
୭୭ତମ କାନ୍ସ ଫିଲ୍ମ ଅନେକ ଭାରତୀୟ କଳାକାର ଆଉ ଫିଲ୍ମର ଜଲ୍ୱା ଥିଲା। କିନ୍ତୁ କୋଲକାତା ଜନ୍ମିତ ଅନସୁୟା ସେନଗୁପ୍ତା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି।
ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।
ନତାଶାଙ୍କଠାରୁ ଅଲଗା ହେବାର ଖବର ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନତାଶାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରୁ ଇଶାରା ମିଳିଛି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବେ କିଛି ମତଭେଦ ହୋଇଛି। ଏହାରି ଭିତରେ ୨୦୧୮ରେ ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ଆଜି ଆଇପିଏଲ୍ ଟ୍ରଫି ଟକ୍କର। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ ଚଳିତ ଆଇପିଏଲ୍ ସିଜନ୍ର ଫାଇନାଲ ମୁକାବିଲା।
ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।
ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଗଣତନ୍ତ୍ରର ମହାପର୍ବ, ପୁଣି ମହା ଉତ୍ସାହରେ ସାମିଲ ହେଲା ସାରା ଦେଶ। ସାଧାରଣ ନିର୍ବାଚନ ୨୦୨୪ ଲାଗି ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ୍। ଏହି ପର୍ଯ୍ୟାୟରେ ମତଦାନ କରିଛି ଦିଲ୍ଲୀ। ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ।
ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।
ବର୍ତ୍ତମାନ ଆଇଫୋନ୍ ଧରିବା ଏକ ପ୍ରକାର ଷ୍ଟାଟସ୍ ପାଲଟି ଗଲାଣି । ଆଇଫୋନ୍ ଥିଲେ ଲୋକେ ଆଜିକାଲି ସମ୍ମାନ ଦେଉଛନ୍ତି । ସମାଜରେ ଗୋଟେ ଅଲଗା ମର୍ଯ୍ୟାଦା ମିଳୁଛି ।
ଏହା ହେଉଛି ଓଡିଶାର ଜଣେ ଯୁବତୀଙ୍କ ସଫଳତାର କାହାଣୀ। IAS ହେବା ପାଇଁ ସେ ତାଙ୍କର ବ୍ୟକ୍ତିଗତ ଚାକିରି ଏବଂ ଏମବିଏ ପାଠପଢା ମଧ୍ୟ ଛାଡିଦେଇଥିଲେ। ନିଜର କଠିନ ପରିଶ୍ରମ ଦ୍ୱାରା ସେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ଆଇଏଏସ୍ ଅଧିକାରୀ ହେବା ପର୍ଯ୍ୟନ୍ତ ଆୟୁଷୀ ପ୍ରଧାନଙ୍କର ପୂରା ଯାତ୍ରା ବିଷୟରେ ଜାଣିନେବା।
ମୁସଲମାନ ଶିଳ୍ପୀ ନିର୍ମାଣ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥ। ଦୀର୍ଘ ୪୦ ବର୍ଷ ପରେ ନିର୍ମାଣ ହେଉଛି ମହାବାହୁ ଜଗନ୍ନାଥଙ୍କ ରଥ।
ଡ୍ରାଇଭର ମୁଣ୍ତରେ ଢ଼ାଳୁଥିଲେ ଦୋଷ । ପୁଣେ ସ୍ପୋର୍ଟ୍ସ କାର୍ ଦୁର୍ଘଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ୍ ସତ୍ୟ । ନାତି ମୁଣ୍ତରୁ ହତ୍ୟାର ଦୋଷ କାଢ଼ିବା ପାଇଁ ଡ୍ରାଇଭରକୁ ବଳି ପକାଉଥିଲେ ।
ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ ।
ଫିଲ୍ମ 'ହନୁମାନ'ର ନିର୍ଦ୍ଦେଶକଙ୍କ ସହ ରଣବୀର ସିଂହ ଫିଲ୍ମ 'ରାକ୍ଷସ'ରେ ନଜର ଆସିବାକୁ ଥିଲେ। ପ୍ରଶଂସକମାନେ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ଏହି ଯୋଡିକୁ ଏକାଠି ଦେଖିବାକୁ ଉତ୍ସାହିତ ଥିଲେ, କିନ୍ତୁ ଲାଗୁଛି ଯେ ପ୍ରଶଂସକଙ୍କ ଏହି ସ୍ୱପ୍ନ ବର୍ତ୍ତମାନ ଆଉ ପୂରଣ ହେବ ନାହିଁ।
ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍ରେ ନେଇ ଦୁଷ୍କର୍ମ କରୁଥିଲା।
ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି ।
ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।
କିଙ୍ଗ୍ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି ଯାତ୍ରା । ଏମିତି ଘଟଣା ଜଣାପଡ଼ିବା ପରେ ଏକ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ ।
କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ହ୍ରାସ୍ ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓରେ ବାଇକ୍ ଉପରେ ଏକ ପ୍ରେମୀ ଯୋଡିଙ୍କୁ ରୋମାନ୍ସ କରୁଥିବା ଦେଖାଯାଇଛି। ଯୁବତୀ ଜଣଙ୍କ ବାଇକ୍ର ଟାଙ୍କିରେ ବସିଥିବା ବେଳେ ରାଜରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ଯୁବକଙ୍କୁ ଆଲିଙ୍ଗନ କରିଛନ୍ତି। ପୋଲିସ୍ ବାଇକର ପଞ୍ଜୀକରଣ କୋଟା ଆରଟିଓରୁ ଜାଣିବାକୁ ପାଇଛି।