• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chanakya Niti

ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଅପମାନିତ କରିବେ ତେବେ ଆପଣଙ୍କୁ କେମିତି ଅନୁଭବ ହେବ ।
Chanakya Niti: କେବେ କାହାରିକୁ ଅପମାନିତ କରିବା ଉଚିତ୍ ନୁହେଁ, କାହିଁକି..?

ଅନ୍ୟମାନଙ୍କ ସହ ସେମିତି ବ୍ୟବହାର କରନ୍ତି ଯେମିତି ସେ ନିଜ ପାଇଁ ବ୍ୟବହାର ଚାହାନ୍ତି । ସେମାନେ ନିଜ ପାଇଁ ଲୋକଙ୍କଠାରୁ ଭଲ ବ୍ୟବହାର ଚାହାନ୍ତି ତେଣୁ ସେମାନେ ଅନ୍ୟକୁ ମଧ୍ୟ ଭଲ ବ୍ୟବହାର କରିଥାନ୍ତି ।

if you keep these 4 things in mind you will never be defeated
Chanakya Niti: ଜୀବନରେ ଧ୍ୟାନରେ ରଖନ୍ତୁ ଏହି ୪ କଥା; କେବେବି ହେବେନି ପରାସ୍ତ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନର ମୂଲ୍ୟବୋଧ ବିଷୟରେ ଅନେକ କଥା କହିଛନ୍ତି । ସେ ଏପରି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ସେ କୁହନ୍ତି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏହି ୪ଟି ଜିନିଷ କରନ୍ତି, ତେବେ ତାଙ୍କ ଜୀବନରେ ହାରିବେ ନାହିଁ । ଆସନ୍ତୁ ଜାଣିବା ସେହି ୪ଟି ଜିନିଷ କଣ କଣ...

Chanakya Niti
Chanakya Niti: ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି; ଘରେ ହେଉଥିବ ଧନବର୍ଷା ..

ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।

Chanakya Niti for Life
Chanakya Niti: ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କରିଦେବ ଏହି ୩ଟି ଘଟଣା; ହାର୍‌ ମାନିବାକୁ କରିଥାଏ ବାଧ୍ୟ !

Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କ’ଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...

Chanakya Niti
Chanakya Niti: ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି; ଛାତ୍ରଛାତ୍ରୀଙ୍କୁ ମିଳିବ ସଫଳତା ସହ ସଠିକ୍‌ ଦିଗ୍‌ଦର୍ଶନ...

ଚାଣକ୍ୟ କୁହନ୍ତି, ଛାତ୍ରଛାତ୍ରୀ ନିଜର ଭୁଲ ପାଇଁ ସଫଳତାକୁ ଅସଫଳତାରେ ବଦଳାଇ ଦେଇଥାଏ । ତେବେ ଜାଣନ୍ତୁ କେମିତି ପାଇବେ ସଫଳତା...

Chanakya Niti
Chanakya Niti: କେମିତି ଶତ୍ରୁକୁ କରିବେ ପରାସ୍ତ, ଜାଣନ୍ତୁ ୯ ଗୁରୁତ୍ୱପୂର୍ଣ୍ଣ ଉପାୟ

ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ । ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

chanakya niti
Chanakya Niti: କେଉଁ ଘରେ ରହିଲେ କେବେବି ହୁଏନି ଉନ୍ନତି ? ଜାଣନ୍ତୁ ଓ ମାନନ୍ତୁ...

Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ତେବେ ଜାଣନ୍ତୁ କେମିତିକା ଘରେ ରହିଲେ ହୁଏନି ଜୀବନରେ ଉନ୍ନତି...

Chanakya Niti
Chanakya Niti: ଜୀବନର ପ୍ରତ୍ୟେକ ଦୁଃଖରେ ଏପରି ବ୍ୟକ୍ତି କରନ୍ତି ସାହଯ୍ୟ...

Chanakya Niti: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯେଉଁମାନେ ସର୍ବଦା ଦୁଃଖ ଓ ସୁଖରେ ଠିଆ ହୋଇଥାନ୍ତି । ଜାଣନ୍ତୁ ସେମାନେ କିଏ...

Chanakya Niti
ଚାଣକ୍ୟ ନୀତି: ଜୀବନରେ ଦୁଇଟି ଜିନିଷକୁ ଡରନ୍ତୁ ନାହିଁ, ସଫଳତା ନିଶ୍ଚୟ ପାଇବେ..

ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍‌ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।

Chanakya Niti
Chanakya Niti: ଏମିତିକା ଘରେ ରହିଲେ କେବେବି ହେବନି ଉନ୍ନତି; ସବୁବେଳେ ରହିବେ ଗରିବ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ତେବେ ଜାଣନ୍ତୁ କେମିତିକା ଘରେ ରହିଲେ ହୁଏନି ଜୀବନରେ ଉନ୍ନତି...

chanakya niti
Chanakya Niti: ସଙ୍କଟ ସମୟରେ ମନେ ରଖନ୍ତୁ ଏହି କଥା; କେବେବି ପଡ଼ିବେନି ବିପଦରେ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଆସନ୍ତୁ ଜାଣିବା ସଙ୍କଟ ସମୟରେ ଚାଣକ୍ୟଙ୍କର କେଉଁ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଧ୍ୟାନରେ ରଖିବା ଉଚିତ୍...

Chanakya Niti
Chanakya Niti: ପାଇପାରିବେ ଜୀବନର ସମସ୍ତ ଖୁସି; ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ...

Chanakya Niti For Lifestyle: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି... ତେବେ ଆପଣ ଜୀବନର ସମସ୍ତ ଖୁସି ପାଇପାରିବେ... 

chanakya niti
Chanakya Niti: ଏହି ୭ଟି ଜିନିଷ ଖାଇ କରିପାରିବେ ପୂଜାପାଠ; ଜାଣନ୍ତୁ କ’ଣ...

Chanakya Niti: ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ ।

Chanakya Niti
Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଏଭଳି ଭୁଲ୍ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭଲ ମଣିଷକୁ ମଧ୍ୟ ନଷ୍ଟ କରିଦେବ । ମଣିଷ ଯେତେ ଭଲ ଓ ସର୍ବତ୍ତମ ହେଉ ନା କାହିଁକି ଏହି ଭୁଲ୍ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ କୁପ୍ରଭାବ ପକାଇ ଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ....

chanakya niti
Chanakya Niti: ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ,ବଢିବ ସମ୍ମାନ...

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଉପରେ ଉଲ୍ଲେଖ କରାଯାଇଥିବା କିଛି ନିୟମଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ କାହା ଘରକୁ ଯିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ ।

Chanakya Niti for Home
Chanakya Niti: ଭୁଲ୍‌ରେ ଏହି ଲୋକଙ୍କୁ ଡାକନ୍ତୁ ନାହିଁ ଘରକୁ; ଛଡ଼ାଇନେବେ ଆପଣଙ୍କ ଖୁସି...

ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।

Chanakya Niti
ଆପଣଙ୍କର ରହିଛି କି ଏହି ସବୁ ଖରାପ ଅଭ୍ୟାସ ? କେବେ ଦୂର ହେବନି ଟଙ୍କା ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।

These things create estrangement between husband and wife
ମାନିନିଅନ୍ତୁ ଏହି ୫ ନୀତି; କେବେ ବି ହେବ ନାହିଁ ସମ୍ପର୍କରେ ଫାଟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତିଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ଏଥିରେ ରହିଛି ସୁଖ ଜୀବନର ମୂଳ ରହସ୍ୟ। ଏଥିରେ ଥିବା ବୈବାହିକ ଜୀବନର କିଛି ନୀତିକୁ ଯଦି ଜଣେ ମାନିନିଏ ତେବେ ସଂପର୍କରେ କେବେ ବି ହେବ ନାହିଁ ଫାଟ।