ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।
ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି । ଯାହକୁ ନେଇ ଉତ୍ସାହିତ ଜାମନଗର ବାସୀ ।
ଓମାନରେ ସମୁଦ୍ରରେ ବୁଡି ଯାଇଛି ଏକ ତେଲ ଟ୍ୟାଙ୍କର । ଟ୍ୟାଙ୍କରରେ ଥିବା ୧୬ ଜଣ କ୍ରିଉ ନିଖୋଜ । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଜଣ ଶ୍ରୀଲଙ୍କାର । ସର୍ଚ୍ଚ ଅପରେସନରେ ସାମିଲ ହେଲା ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ
କଥାରେ ଅଛି ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବେଳ ବହିରେ ଲେଖା କଥା । ଆଉ ଏହି ପକ୍ତିଂର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର ।
ବୋଲ ମାନୁନି ସୁନା ଦର। ହୁ ହୁ ହୋଇ ବଢୁଛି ସୁନା ଦର । ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ ! ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଆପଣ ଜାଣନ୍ତି କି ସ୍ମାର୍ଟଫୋନର ମଧ୍ୟ ଏକ ଏକ୍ସପାୟରୀ ଡେଟ୍ ଥାଏ। ଏ କଥା ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେଣି। ଏହା କିନ୍ତୁ ସତ। ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥିବେ। ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ନିମ୍ନରେ ଏହାର ସମ୍ପୂର୍ଣ୍ଣ ସୂଚନା ଜାଣନ୍ତୁ।
ବର୍ଷା ଦିନେ ସାପ ଭୟ ବଢିଯାଏ। ଗାତରେ ପାଣି ପଶିଯିବାରୁ ସେମାନେ ବାହାରକୁ ଉଠିଆସନ୍ତି ଆଉ ଘର ଆଡକୁ ମଧ୍ୟ ପଶିଯାଆନ୍ତି। କିନ୍ତୁ ଏମିତି କିଛି ଗଛ ଅଛି ଜାହାକୁ ଘର ଆଗରେ ରଖିଲେ ସାପମାନେ ପଶିବେ ନାହିଁ। ଆସନ୍ତୁ ସେହି ଗଛଗୁଡିକ କ’ଣ ଜାଣିବା।
ଟ୍ରଲର ଲେଉଟିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର । ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ଘଟଣା...
ମାମଲାରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। କିଛି ଦିନ ତଳେ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍ ରକିକୁ ପାଟନାରୁ ଗିରଫ କରି, ୧୦ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ।
ମହାରାଷ୍ଟ୍ର ପୁଣେର ଟ୍ରେନି IAS ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ ।
ବିରଜା ରାଉତ ବେଙ୍ଗାଲୁରୁର ବାସିନ୍ଦା । ବେଙ୍ଗାଲୁରୁକୁ ଭାରତର ଷ୍ଟାର୍ଟଅପ୍ ହବ୍ ମଧ୍ୟ କୁହାଯାଏ । ରାଉତ ଇନଫୋସିସ୍ ଭଳି ଏକ ବଡ ଆଇଟି କମ୍ପାନୀରେ କାମ କରୁଥିଲେ । ଦିନେ ତାଙ୍କୁ ବହୁତ ସ୍ୱାଦିଷ୍ଟ ବରଗର ଖାଇବାକୁ ମିଳିଥିଲା ।
ଭାରତୀୟ ସେନା ସ୍ପେସାଲ୍ ଏଣ୍ଟ୍ରୀ ସ୍କିମ୍ ୫୭ତମ କୋର୍ସ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏନେଇ ଏନ୍ଡିଏ କିମ୍ବା ସିଡିଏସ୍ ପରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ନାହିଁ। କେବଳ ଏକ ପ୍ରତ୍ୟକ୍ଷ SSB ସାକ୍ଷାତକାର ହେବ।
ଗାଁଗୁଡିକରେ ମୁଦ୍ରାସ୍ଫୀତିର ପ୍ରଭାବ ଅଧିକ ଦେଖାଯାଏ । ଜୁନ୍ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ପନିପରିବା ମୂଲ୍ୟରେ ୨୯.୩୨ ପ୍ରତିଶତ ବୃଦ୍ଧି ।
ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।
ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍ IAS ଅଫିସର୍ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି।
ଭିକି କୌଶଲଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ହେବାକୁ ମାତ୍ର ତିନି ଦିନ ବାକି ଅଛି। ଏହାପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ନିର୍ମାତାଙ୍କୁ ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଛି।
ଅମର କୌଶିକଙ୍କ ନିର୍ଦ୍ଦେଶିତ 'ସ୍ତ୍ରୀ ୨'ର ଟ୍ରେଲର୍କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଶ୍ରଦ୍ଧା କପୁର ଫିଲ୍ମର ଟ୍ରେଲର୍ ରିଲିଜ ତାରିଖ ପ୍ରକାଶ କରିଛନ୍ତି।
ଶୁଷ୍କ କେଶ ପାଇଁ ଆପଣଙ୍କୁ ବାରମ୍ବାର ପାର୍ଲରକୁ ଯାଇ ହେୟାର ସ୍ପା କରିବାକୁ ପଡ଼ୁଛି କି ? ଆମେ ଆପଣଙ୍କୁ ଏପରି ହେୟାର ମାସ୍କ ବିଷୟରେ କହିବୁ, ଯାହା ଦ୍ୱାରା ଆପଣ ଅତି ସହଜରେ ଘରେ ଏହି ମାସ୍କ ତିଆରି କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।
ଆପଣମାନେ ଜାଣିଥିବେ IPS ଚାକିରି ପାଇବା ପାଇଁ ଦେଶର ସର୍ବୋଚ୍ଚ ପରୀକ୍ଷା UPSC ଦେବାକୁ ପଡ଼େ। କିନ୍ତୁ ଅନିଲ୍ ବିନା UPSC ପରୀକ୍ଷା ଦେଇ IPS ଅଫିସର୍ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ପରିଶ୍ରମ ଓ ବାପାଙ୍କ ପ୍ରେରଣା ଆଜି ତାଙ୍କୁ ଏତେ ବଡ଼ ଅଫିସର୍ ଭାବେ ପରିଚିତ କରାଇଛି।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ହୋଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି।
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...