ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।
ଏୟାର ଇଣ୍ଡିଆ ବିମାନ ଭିତରେ ଡାକ୍ତରାଣୀଙ୍କ ଉନ୍ମତ୍ତ କାଣ୍ଡ । କ୍ରୁ କ୍ୟାବିନରେ ବ୍ୟାଗ୍ ରଖିବାକୁ ନେଇ ଅସଭ୍ୟ ଭାଷାରେ ଗାଲି ଦେଲେ । କହିଲେ- ମୋ ବ୍ୟାଗ୍ ଏଠୁ ହଟାଇଲେ ଏ ବିମାନକୁ କ୍ରାସ୍ କରିଦେବି ।
ପୁଣି ଅହମଦାବାଦ ବିମାନବନ୍ଦରରେ ଘଟିଲା ଏମିତି । ଲଣ୍ଡନ ଯାଇପାରିଲାନି ଏୟାର ଇଣ୍ଡିଆ ବିମାନ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁ ରେଡି ଥିଲା କିନ୍ତୁ ଯାଇପାରିଲାନି ।
ବିମାନ ଦୁର୍ଘଟଣା ପରେ ବିସ୍ଫୋରଣରେ ସବୁକିଛି ଜଳିଗଲା। ଜୀବନ, ବିମାନ, ଲଗେଜ୍, ଖାତା, ବହି, ଡାଏରୀ, ଖେଳନା, ପର୍ସ, ଫୋନ୍ ଓ ଲାପଟପ ଭଳି ଅନେକ କିଛି । ଏମିତି କି ନିଆଁର ଆଁରେ ଲୁହା ସୁଦ୍ଧା ବି ତରଳି ଗଲା ହେଲେ ପବିତ୍ର ଭଗବତ ଗୀତାର କିଛି ବି ହୋଇନି । ନିଆଁରେ ଗୀତା ବହି ଜଳିନି ବରଂ ସେମିତି ଅକ୍ଷତ ଅବସ୍ଥାରେ ରହିଛି ।
ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୪୮ ଘଣ୍ଟା। ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି।
ଯାତ୍ରୀ ବିମାନକୁ ନେଇ ସର୍ବଦା ଏକ ପ୍ରଶ୍ନ ଉଠେ ଯେ ବିମାନରେ ସବୁଠାରୁ ସୁରକ୍ଷିତ ସିଟ୍ କେଉଁଟି। ଅନେକ ଅଧ୍ୟୟନ ଅନୁସାରେ, ବିମାନରେ ଆପଣ ଯେଉଁ ସିଟ୍ରେ ବସିଛନ୍ତି ତାହା ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କ ବଞ୍ଚିବାର ସମ୍ଭାବନାକୁ ପ୍ରଭାବିତ କରିପାରେ।
ଜଣେ ଏସିଡିଆରଏଫ ଅଧିକାରୀ ସୂଚନା ଦେଇଛନ୍ତି ତାଙ୍କ ଟିମ ୨ଟାରୁ ୨.୩୦ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ କିଛି ସ୍ଥାନୀୟ ଲେ।କ କିଛି ଲେ।କଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ ।.....
ସମ୍ବାଦ ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ରମିଲା ବେନ୍ କହିଛନ୍ତି, ‘ବିମାନଟି ହଷ୍ଟେଲ ଉପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୋ ପୁଅର କିଛି ହୋଇନାହିଁ। ମୁଁ ତା ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ଭିତରକୁ ଯିବାକୁ ପଡିବ।
ଅହମ୍ମଦାବାଦରେ ଛାତିଥରା ବିମାନ ଦୁର୍ଘଟଣା । ଫ୍ଲାଇଟ୍ କ୍ରାସ୍ ପୂର୍ବରୁ 'ମେଡେ କଲ୍' କରିଥିଲେ ପାଇଲଟ୍ । 'ମେଡେ କଲ୍' କ'ଣ ? ପ୍ୟାନ୍-ପ୍ୟାନ କଲ୍ କ'ଣ ? ଜାଣନ୍ତୁ ।
ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବିମାନ ବନ୍ଦରରେ ବଢ଼ିଲା କଡ଼ା ସୁରକ୍ଷା ବ୍ୟବସ୍ଥା । ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା ।
ରୁଷରେ ଦିଲ୍ଲୀ-ସାନ୍ ଫ୍ରାନସିସ୍କୋ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷର କ୍ରାସ୍ନୋୟାର୍ସ୍କ ବିମାନବନ୍ଦରରେ ଅବତରଣ ।
ଫ୍ଲାଇଟ୍ ଟେକ୍ ଅପ୍ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।
ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ।
ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା।