• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Reliance

ଛାତ୍ରବୃତ୍ତି ତାଲିକା ପ୍ରକାଶ
Students Scholarship: ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ପ୍ରଦାନ କରିବାକୁ ଯୋଜନା

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

JioBharat
ଗ୍ରାହକଙ୍କ ପାଇଁ ଖୁସି ଖବର: ୧୦୯୯ ଟଙ୍କାରେ ମିଳୁଛି 4G ଫୋନ୍ !

ରିଲାଏନ୍ସ ଜିଓ ପକ୍ଷରୁ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪’ରେ ଦୁଇଟି ନୂତନ 4G ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି।

Telecom News
AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ।

Mukesh Ambani
ଘରକୁ ଆସିଲେ ରାଧିକା...ହେଲା ଧନବର୍ଷା, ୧୦ ଦିନରେ ବଢ଼ିଲା ଆଖି ତରାଟିବା ଭଳି ସଂପତ୍ତି

ଘରକୁ ବୋହୂ ଆସିଥିବା ବେଳେ ସତେ ଯେପରି ଧନଲକ୍ଷ୍ମୀଙ୍କର ବର୍ଷା ହୋଇଛି ମୁକେଶଙ୍କ ଉପରେ । ବିବାହ ପରେ ମୁକେଶଙ୍କ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି ।

Mukesh Ambani
ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ପିଲା ବିଦେଶରେ ପାଠ ପଢ଼ନ୍ତି !

ତେବେ ଅମ୍ବାନୀ ୭୦ ମସିହାରେ ନିଜ ପଢ଼ା ସମୟରୁ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି । ସେ ସାଧା ଖାଇ ବାକୁ ପସନ୍ଦ କରନ୍ତି । ଆମିଷ ମଧ୍ୟରେ କେବଳ ଅଣ୍ଡା ଖାଇଥାନ୍ତି ।

Reliance
ଦୀପାବଳି ପୂର୍ବରୁ ଦେଶରେ 5G ସୁବିଧା

ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ  । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା  ।

Mukesh Ambani
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ବଡ଼ ଦାୟିତ୍ୱ ନେଲେ ଈଶା, ଏବେ ଡୋର ଷ୍ଟେପ୍‌ରେ ପହଞ୍ଚିବ ରାସନ

ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।

Big Role For Mukesh Ambani's Daughter Isha Very Soon
Reliance Jioରୁ ଇସ୍ତଫା ପରେ ପୁଣି ବଡ଼ ଘୋଷଣା କରିବେ ମୁକେଶ ଅମ୍ବାନୀ !

ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍‌ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।

mukesh ambani
ପ୍ରତି ମିନିଟ୍‌ରେ ୧୩ କୋଟି ଟଙ୍କା ରୋଜଗାର କରୁଛନ୍ତି ମୁକେଶ ଅମ୍ବାନୀ

ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫ ଟଙ୍କା ରେକର୍ଡରେ ବନ୍ଦ ହୋଇଛି।