• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Share Market

Share Market
୩୦ ବର୍ଷରେ ୭୫୦ ଗୁଣ ବୃଦ୍ଧି, କିଣିଥିଲେ ୫୦୦ରେ, ଏବେ ଦାମ୍ ୪ଲକ୍ଷ !

କିଣିଥିଲେ ୫୦୦ ଟଙ୍କାରେ, କିନ୍ତୁ ବର୍ତ୍ତମାନ ବିକ୍ରି କଲେ ହେବ ୩ ଲକ୍ଷ ୭୫ ହଜାର । ଜଣେ ବ୍ୟକ୍ତି ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫୦୦ ଟଙ୍କାର ସେୟାର କିଣିଥିଲେ । ବର୍ତ୍ତମାନ ୩୦ ବର୍ଷ ପରେ ଏହି ସେୟାରଗୁଡ଼ିକ ବଢ଼ି ବଢ଼ି ପାଖାପାଖି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି ।

Share Market
ଚିନ୍ତାରେ ଚୀନ, ହଂକଂ; ଭାରତ ପାଲଟିବ ଚତୁର୍ଥ ମହାଶକ୍ତି !

ଷ୍ଟକ ବଜାର ନିବେଶକଙ୍କ ପାଇଁ ୨୦୨୩ ଲାଭଦାୟୀ ହୋଇଛି । ଗୋଟିଏ ବର୍ଷରେ ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି ।

Share Market & Gold Price
Year Ender 2023: ମିଳିଲା ଲିଥିୟମ୍‌, ସରିଲା ୨ ହଜାର ଟଙ୍କିଆ ଯୁଗ, ଜାଣନ୍ତୁ ବାଣିଜ୍ୟ ପାଇଁ କିପରି ଥିଲା ବିଦାୟୀ ବର୍ଷ...

ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍‌ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।

Share Market
ଶିଖରରେ ପୁଞ୍ଜି ବଜାର, ଘରୋଇରେ ଅସ୍ୱାଭାବିକ ପ୍ରଦର୍ଶନ

ଗତକାଲିର କାରବାର ଶେଷ ବେଳକୁ BSE ସେନସେକ୍ସ୪୯୨.୭୫ ପଏଣ୍ଟରେ ବନ୍ଦ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ୨୦,୨୫୦ ପଏଣ୍ଟ ଅତିକ୍ରମ କରି ରେକର୍ଡ ସ୍ତରରେ ପହଞ୍ଚିଛି ।

Stock Market
ଛଅ ଦିନ ଧରି ଖସୁଥିଲା, ଆଜି ବଢ଼ିଲା ..

ଲଗାତାର ୬ ଦିନ ଧରି ଖସିବା ପରେ ଆଜି ଷ୍ଟକ ମାର୍କେଟରେ ଉତ୍ସାହ । କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପାଇଁ ନିରନ୍ତର ଭାବେ ଖସିବାରେ ଲାଗିଥିଲା ଷ୍ଟକ ମାର୍କେଟ ।

Business Odisha | Share Market, Tax and Gold
Business Odisha | Share Market, Tax and Gold

Business Odisha | Share Market, Tax and Gold OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

Business Odisha | Income Tax & Share Market
Business Odisha | Income Tax & Share Market

Business Odisha | Income Tax & Share Market OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

Share Market
କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ

କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ। ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ। ମୋବାଇଲ ଟାଓ୍ୱାର ନାଁରେ ବି ଚାଲିଛି ମାଳ ମାଳ ଠକେଇ। ଅଜଣା ଲିଙ୍କରେ ହାତ ନମାରିବାକୁ ସତର୍କ କଲେ ଏକ୍ସପର୍ଟ..

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Stock Market Trading Scam Busted
ଶେୟାର ମାର୍କେଟ୍‌ ନାଁରେ ଚିଟ୍‌ଫଣ୍ଡ କାରବାର, ଠକି ନେଲେ ୧୦ କୋଟିରୁ ଅଧିକ ଟଙ୍କା

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି।

mukesh ambani
ପ୍ରତି ମିନିଟ୍‌ରେ ୧୩ କୋଟି ଟଙ୍କା ରୋଜଗାର କରୁଛନ୍ତି ମୁକେଶ ଅମ୍ବାନୀ

ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫ ଟଙ୍କା ରେକର୍ଡରେ ବନ୍ଦ ହୋଇଛି।