ଆଜି୨୦୨୨ ମସିହା, ମାର୍ଚ୍ଚ ମାସ ୨୧ ତାରିଖ, ସୋମବାର, ମୀନ୭ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର ।
ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା।
ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।
ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।
ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।
ବିନା ଛୁଟିରେ ବା ପାରିବାରିକ ଭ୍ରମଣରେ ନ ଯାଇ ବର୍ଷ ବର୍ଷ ଧରି ଲଗାତାର କାମ କରୁଥିବା ବ୍ୟକ୍ତିଙ୍କ ଠାରେ ଚାପ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟା (aging process) କୁ ତ୍ୱରାନ୍ୱିତ କରେ। ତେଣୁ ସୁଖମୟ ପାରିବାରିକ ଓ ଚାପମୁକ୍ତ, ସନ୍ତୁଳିତ ଜୀବନ ପାଇଁ ଛୁଟି ବା ଭ୍ରମଣ ନିହାତି ଆବଶ୍ୟକ।
ପୁଣି ଏକାଠି ଆସିବେ ଟାଇଗର ଶ୍ରଫ୍ ଓ କୃତି ସାନନ୍। ଉଭୟଙ୍କୁ ଆକ୍ସନ ଓ ରୋମାଣ୍ଟିକ୍ ମୁଡରେ ଦେଖିବାକୁ ମିଳିବ। ଉଭୟବଙ୍କ ଫଟର ଝଲକ ଦେଖିବାକୁ ମିଳିଛି।
ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ
କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଉପରେ ଆଧାରିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟିକରିଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏହାକୁ ପ୍ରଶଂସା କରିବାରୁ ଟ୍ରୋଲ୍ର ଶିକାର ହୋଇଛନ୍ତି। ଜଣେ କହିଛନ୍ତି ଏନେଇ ସେ ସରକାର ଠାରୁ ଲାଞ୍ଚ ନେଇଛନ୍ତି।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସମ୍ପର୍କରେ ନିଜ ମତ ଦେଇଛନ୍ତି । ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବା ତିନିଜଣ ବିଚାରପତିଙ୍କୁ 'Y' ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ଏବେ ଭାରତର ପ୍ରଗତୀରେ ସାମିଲ ହେବ ଜାପାନ
ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍ ଚାଲି ଥିବାବେଳେ ହଠାତ୍ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।
ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ।
ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।
ଭାରତରେ ଜାପାନ କମ୍ପାନୀଙ୍କୁ ଅବଶ୍ୟ ସହଯୋଗ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ ।
ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମାନ୍ଙ୍କ ମନ୍ତ୍ରିମଣ୍ଡଳରେ ୧୦ ଜଣ ସଦସ୍ୟ ରହିବେ।
ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ ।
ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।
ଦିଲ୍ଲୀରୁ ମୁମ୍ବାଇ, ଗୁଜରାଟରୁ କୋଲକାତା, ଆଉ ତା ସହ ମଥୁରା ବୃନ୍ଦାବନ... ଗଗନ ପବନ, ଖାଲି ରଙ୍ଗ ଆଉ ରଙ୍ଗ । ନାଚଗୀତ ସହ ଫୁଲ୍ ଜୋଶରେ ହୋଲି ଖେଳ । ରଙ୍ଗର ପର୍ବ ପାଳିବାକୁ ସାରା ଦେଶରେ ଉତ୍ସାହ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୁଲଡୋଜର ବାବା ଭାବେ ପରିଚିତ ଯୋଗୀ ଆଦିତ୍ୟନାଥ ।