ଓସ୍କାର ୨୦୨୨(Oscars 2022) ଷ୍ଟେଜ୍ରେ ଲଢ଼େଇ। ପତ୍ନୀଙ୍କ ସମ୍ପର୍କରେ କମେଣ୍ଟ ମାରିବାରୁ ପ୍ରସିଦ୍ଧ ଅଭିନେତା ୱିଲ୍ ସ୍ମିଥ୍ (Will Smith) ହୋଷ୍ଟ୍ କ୍ରିସ୍ ରକ୍ଙ୍କୁ ମୁଥ ମାରିଥିବା ଦେଖିବାକୁ ମିଳିଛି।
ଦ୍ୱିତୀୟ ଥର ପାଇଁ ଆଜି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ଚୟନ କରିଛି ।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଗତ ୭ ଦିନ ମଧ୍ୟରେ ଷଷ୍ଠଥର ପାଇଁ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି।
ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି। ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସୁପର୍ଷ୍ଟାର୍ ୟଶ୍ । କେଜିଏଫ୍-୨ର ଟ୍ରେଲର ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି।
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨୮ ତାରିଖ, ସୋମବାର ମୀନ ୧୪ ଦିନ, ଚୈତ୍ର ମାସ ୭ ଦିନ, କୃଷ୍ଣପକ୍ଷ,ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ।
କେନ୍ଦ୍ରମନ୍ତ୍ରୀ ଉଠାଇଲେ ଫଟୋ, ଆଉ କ୍ରେଡିଟ୍ ଗଲା ଏନଏନଆଇକୁ । ସ୍ମୃତି ଉଠାଇଥିବା ଫଟୋକୁ ଏକ ଖବରକାଗଜରେ ଛପାଯାଇଥିବା ବେଳେ, ଫଟୋ କ୍ରେଡିଟ୍ ଏଏନଆଇକୁ ଦିଆଯାଇଛି ।
କରୋନା ମହାମାରୀ ଆରମ୍ଭରୁ ଟେଲିକମ୍ ପ୍ରଦାନକାରୀଙ୍କ ଦ୍ୱାରା କୋଭିଡ୍-୧୯ ବିଷୟରେ ସଚେତନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା ଶୀଘ୍ର ଇତିହାସ ହୋଇପାରେ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ। ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ପାଟନାର ବଖତିଆରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପଛପଟୁ ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଚଢିଯାଇଥିଲା ଏବଂ ନୀତିଶଙ୍କୁ ଆକ୍ରମଣ କରିଥିଲା।
ଋଷ୍ ଟାର୍ଗେଟ୍ରେ ୟୁକ୍ରେନ୍ର ଲଭିଭ୍। ଲଭିଭ୍ ଉପରେ ଘନ ଘନ ରକେଟ୍ ମାଡ। ଯୁଦ୍ଧ ବନ୍ଦ କରିବାକୁ ପୋପ୍ଙ୍କ ଅନୁରୋଧ। ପୁଟିନଙ୍କୁ କଂସେଇ କହି ସମାଲୋଚନା କଲେ ବାଇଡେନ୍।
ସଂକଟରେ ଇମ୍ରାନ ଖାନ ସରକାର। ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ଏବଂ ଆଜି ଇମ୍ରାନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜମୁରି ୱାଟନ ପାର୍ଟିର ନେତା ଶାହଜୈନ୍ ବୁଗ୍ତି କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି।
ସୋମବାର ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନିକଟରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ବିଜେପିକୁ ୨୦ଟି ଆସନ ଦେଇ ସେ ବିଜୟ ହୋଇଛନ୍ତି। ଶପଥ ଗ୍ରହଣ ସମାରୋହ ସକାଳ ୧୧ ଟାରେ ପାନଜୀସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଘରୋଇ ବସଟି ବିବାହ ଉତ୍ସବରୁ ଫେରୁଥିବା ୬୩ ଜଣଙ୍କୁ ଧରି ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରିକୁ ଯାଉଥିଲା । ତେବେ କୌଣସି କାରଣବଶତଃ ପ୍ରାୟ ୫୦ ଫୁଟ୍ ଘାଟି ତଳକୁ ବସଟି ଖସି ପଡିଥିଲା
ଏକ ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟ୍ରେ ପରାସ୍ତ କରିଛି। ଗୋଟିଏ ନୋ ବଲ୍ ହିଁ ଏ ସବୁ କରିଦେଇଛି। ପରାଜୟ ସହିତ ସେମିଫାଇନାଲ୍ରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଶେଷ ହୋଇଯାଇଛି।
ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂଆ ଫିଚରକୁ ନେଇ କାମ କରୁଛି। ଏହା ହେଉଛି ବିଟା ରେଷ୍ଟର୍ସ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରିବା। ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଓ iOS ଉଭୟ ପାଇଁ ହେବ। ବର୍ତ୍ତମାନ ଏହି ଫିଚର ଆର୍ଜେଟିନାରେ ଜାରି କରାଯାଇଛି।
ଗିରଫ ହୋଇଥିବା ନିଶାଡିଯୁବକଙ୍କ ନାମ ଅମରଶ କୁମାର ସିଂ । ବ୍ରେଥ୍ ଆନାଲାଇଜର ଦ୍ୱାରା ଯୁବକ ଜଣକ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି
ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି।
ଆପଣ ଭାରତୀୟ ବାୟୁସେନା (Indian Air Force)ଚାକିରି କରିବାକୁ ଚାହଁଛନ୍ତି କି ? ଭାରତୀୟ ବାୟୁସେନା (Indian Air Force) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନାର ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପାଇଁ ଆବେଦନ କରିପାରିବେ ।
କୋଭିଡ ମହାମାରୀର ୨ ବର୍ଷ ପରେ ଆଜି ଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। ଆଗକୁ ପର୍ଯ୍ୟାୟକ୍ରମେ ଭାରତରୁ ବିଭିନ୍ନ ଦେଶକୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।
ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପୁରୀ-କୋଣାର୍କ ସମୁଦ୍ରକୂଳ ସ୍ୱଚ୍ଛ କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଅପରିବର୍ତ୍ତିତ ରହି ୫୨,୫୯୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଷ୍ଟେସନରେ ୩ ବଗି ଛାଡ଼ି ଚାଲିଗଲା ଫାଲକନାମା ଏକ୍ପପ୍ରେସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍ । ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଯାତ୍ରୀବାହୀ ଟ୍ରେନ୍। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି ।
ରୁଷ୍ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି।