• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russiaukraine War

drone attack
ଋଷ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।

Russia-Ukraine
୯ ମାସ ହେଲାଣି ଚାଲିଛି ଯୁଦ୍ଧ, ହାର ମାନୁନି ୟୁକ୍ରେନ୍‌ ! ଋଷିଆକୁ କଲାଣି ନାକେଦମ୍

କୁନି ଦେଶ ୟୁକ୍ରେନ୍‌ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍‌କା ଦେବାରେ ଲାଗିଛି ।

Russia Ukraine
ଯୁଦ୍ଧକୁ ମାସେ ପୁରିଲା, ତଥାପି ଥମିନି ! ଏକାଠି ହେଲେଣି NATO-G7

ଋଷୀୟ ଆକ୍ରମଣର ମାସେ ଭିତରେ ଅମାପ କ୍ଷୟକ୍ଷତି ସହିଲାଣି ୟୁକ୍ରେନ୍ । ଅକଥନୀୟ ଯନ୍ତ୍ରଣା ସହିଲେଣି ୟୁକ୍ରେନ୍‌ର ସାଧାରଣ ନାଗରିକ । ରାଜଧାନୀ କିଭ୍ ଓ ବନ୍ଦରନଗରୀ ମାରିଉପୋଲର ଦୃଶ୍ୟ ଦେଖିଲେ ଠିକ୍‌ ଏମିତି କିଛି ମନେ ହୁଏ ।

Russia Ukraine
ୟୁକ୍ରେନ୍ ପ୍ରସଙ୍ଗରେ ବ୍ରୁସେଲ୍ସରେ ଏକାଠି ହୋଇଛନ୍ତି ନାଟୋ

ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି ।

Russia Ukraine war
ରୁଷ୍ ପାଖରେ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ଅରାଜି

ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍।

zelensky and putin
ମୁଣ୍ଡ ନୁଆଁଉନି ୟୁକ୍ରେନ, ଅଧିକ ଆକ୍ରମଣାତ୍ମକ ହେଲେ ପୁଟିନ୍

ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି।

naveen shekharappa
ୟୁକ୍ରେନରୁ ଭାରତ ଫେରିଲା ଏକମାତ୍ର ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପାର୍ଥୀବ ଶରୀର

ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା।