ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।
ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”
ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ବ୍ଲଡ୍ କ୍ୟାନ୍ସର । ଜୀବନ ମରଣ ସହ କରୁଛନ୍ତି କି ସଂଘର୍ଷ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ...
କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ।
ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।
ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା
ବାଇଡେନ୍ ବଡ଼ ଢୋଲ। ତାଙ୍କୁ ଯେମିତି ଚାହୁଁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍। ଏମିକି କହି ଚର୍ଚ୍ଚାରେ ଟ୍ରମ୍ପ...
ପରମାଣୁ ବୋମା ଭୟ ଘାରୁଛି। ବଙ୍କର ଭିତରେ ପଶିଲେ ପୁଟିନ୍ ଓ ତାଙ୍କ ପରିବାର। ମାଟିତଳେ ରହି ୟୁକ୍ରେନ ଯୁଦ୍ଧକୁ କରିବେ ମନିଟର୍ ... ପଛକୁ ହଟୁନାହାନ୍ତି ପୁଟିନ୍ ସେନା...