ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି।
ଗୁଳିମାଡ଼ ପରେ ସୈଫୁଲ ଓ ତାଙ୍କ ଝିଅଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ୭ ବର୍ଷୀୟ ଝିଅର ଡାହାଣ ହାତରେ ଗୁଳି ବାଜିଛି ।
ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଆମେ ଆମର ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗରେ ଠୋସ୍ ଅଗ୍ରଗତି ଦେଖିବା ବୋଲି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦି କହିଛନ୍ତି ।
ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ।
ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…
ଅଷ୍ଟ୍ରେଲିଆ, ଇସ୍ରାଏଲ, ସ୍ୱିଜରଲାଣ୍ଡରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଭୂତାଣୁ ଠାବ କରାଯାଇଛି
ତାଇଓ୍ୱାନ୍ ପ୍ରସଙ୍ଗରେ ବେଜିଂକୁ ବାଇଡେନଙ୍କ ଖୋଲା ଚେତାବନୀ । ଚୀନ୍ ବଳପ୍ରୟୋଗ କଲେ ଆମେରିକା ହସ୍ତକ୍ଷେପ ଲାଗି ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।
ରିୟଲ ଚିତ୍ର ସେଦିନର ରିଲ୍ ଠାରୁ ବି ଅଧିକ କଷ୍ଟକର, ଯାହା ୟୁଜର୍ସଙ୍କୁ ଆକୃଷ୍ଟ କରିଛି।
ମାତ୍ର ୧୨ ବର୍ଷ ବୟସରେ ମନରେ ଜାଗିଉଠିଲା ଦେଶ ପ୍ରେମ। ଝିଅଟି ପଣ କଲା ବିଳାସବ୍ୟସନଠାରୁ ଦୂରରେ ରହିବ ଆଉ ଦେଶୀ ଜିନିଷ ହିଁ ବ୍ୟବହାର କରିବ। ସେଥିପାଇଁ ସେ ତଳେ ଅଖା ପାରି ଶୋଇଲା। ପୁଣି ସ୍କୁଲ୍ରେ ଚରଖାରେ ତୁଳାରୁ ସୂତା କାଟି ଖଦୀ ତିଆରି କଲା। ଆସନ୍ତୁ ଜାଣିବା ସେହି ମହିୟସୀଙ୍କ ବିଷୟରେ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ତିଥି – ୯ମୀ ଦିବା ୧୦/୪୫/୪୨ ଗତେ ୧୦ମୀ ,ଚନ୍ଦ୍ର- ୯ମୀ ଦିବା ୦୪/୨୭ ଗତେ ମୀନ, ଘାତ ଚନ୍ଦ୍ର- ମୀଥୁନ ଓ ମୀନ ରାଶିରେ , ଦିବା ୦୪/୨୭ ଗତେ ଧନୁ ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦/୩୪/୧୨ ଗତେ ୧ ପାଦ କୃଷିହାନି- ଭୂମିଦାନ ।
ଟୋକିଓରେ ଅନୁଷ୍ଠିତ କ୍ୱାଡ୍ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ ।
ମଣିଷର ପରିସ୍ଥିତି କିଭଳି ରହିଛି ତାହା ପ୍ରେମ ପାଇଁ କିଛି ଫରକ ପକାଏ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଭିକ୍ଷୁକ ।
ଔରଙ୍ଗାବାଦ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍ସିଂହ ସେଠି ।
ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।
ଏମିତି ଏକ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆର୍ଶ୍ଚ୍ୟ ହେବେ ।
ସିଂହ ପାଟି ଖୋଲି କାମୁଡ଼ିବା ବେଳକୁ ବ୍ୟକ୍ତି ଜଣକ ହାତ ବାହାର କରି ଆଣୁଥିଲେ । ହେଲେ ହଠାତ୍..
ଯେଉଁ ଚର୍ଚ୍ଚରେ ପ୍ରଥମ ଦେଖା ହୋଇଥିଲା, ସେଠାରେ କଲେ ପ୍ରେମ ବିବାହ ।
ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ବୋଲି ଖବର ମିଳିଛି ।
ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ମୁହଁ ଘୋଡାଇ ନ୍ୟୁଜ୍ ପଢ଼ିବେ ଟିଭି ଆଙ୍କର ।
ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଫତ୍ୱା ଜାରି ହୋଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡ଼ାଇ ଟିଭିରେ ଉପସ୍ଥାପନା କରିବେ।
ବର୍ଷା ପବନ ଯୋଗୁଁ ଯାତ୍ରୀ ହନ୍ତସନ୍ତ । ରାଜଧାନୀରେ ୧୦୦ରୁ ଅଧିକ ବିମାନ ବିଳମ୍ବରେ ପହଞ୍ଚିଲା ।