• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Ukraine Russia War
ଥମୁନି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ; ମାରିଉପୋଲ୍‌କୁ କବ୍ଜା କରିଥିବା ରୁଷିଆର ଦାବି

ମାରିଉପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ରୁଷିଆର ଦାବି । ଏନେଇ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ରିପୋର୍ଟ କଲେ ଦେଶର ବୈଦେଶିକ ମନ୍ତ୍ରୀ । ମାତ୍ର ମାରିଉପୋଲର ସ୍ଥିତାବସ୍ଥା ନେଇ ୟୁକ୍ରେନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Gyanvapi mosque case Highlights: SC orders transfer of case to Varanasi district judge
ଜ୍ଞାନବାପି ଶୁଣାଣି ସ୍ଥାନାନ୍ତର; ୟୁପି ବାରଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍‌ରେ ହେବନି ଶୁଣାଣି

ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହେବ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପି ମସଜିଦ ବିବାଦ ମାମଲାର ଶୁଣାଣି ।

Telangana Encounter Of 4 Rape Accused Fake
ବଡ଼ ଖୁଲାସା- ୨୦୧୯ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍‌

୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି।  ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

Yoga for old people and its benefits
ଆପଣଙ୍କୁ ୬୦ ବର୍ଷ ହେଲାଣି କି, ଜାଣନ୍ତୁ କି କି ଯୋଗାସନ କରିବେ

ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…

Despite rare disease 7 month old girl became the youngest successful model
ଦୁର୍ଲଭ ରୋଗ ସତ୍ତ୍ୱେ ୭ ମାସ କୁନି ଝିଅ ହେଇଗଲା ମଡେଲ୍; ମିଳିଲା ୨୦ ଲକ୍ଷ ଟଙ୍କା

ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାକୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।

Indrani Mukerjea
ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲା; ୬ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ମା' ଇନ୍ଦ୍ରାଣୀ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।

RR vs CSK
ଚେନ୍ନାଇକୁ ହରାଇ କ୍ୱାଲିଫାୟର-୧ ରେ ଗୁଜରାଟକୁ ଭେଟିବ ରାଜସ୍ଥାନ

ଡିଫେଣ୍ତିଙ୍ଗ ଚାମ୍ପିୟନ୍‌ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍‌-୧ ରେ ନିଜ ସ୍ଥାନ ପକ୍କା କରିଛି । ଅଶ୍ୱିନୀଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଧରାସାୟୀ ହୋଇପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ ।

BEL Recruitment 2022
BELରେ ଚାକିରି ସୁଯୋଗ: ପୂରଣ ହେବ ୫୦ ପୋଷ୍ଟ୍

BEL ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ମୋଟ ୫୦ଟି ପଦବୀ ଖାଲି ଅଛି।

Special Story । Communication Minister Vaishnaw tests 5G successfully at IIT Madras
ଭାରତରେ 5G ଟେକ୍ନୋଲଜି; ୧ ସେକେଣ୍ତରେ କରିହେବ ୨୦ ଜିବି ଡାଟା ଡାଉନଲୋଡ୍‌

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍‌ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍‌ରେ ଏହାର ସଫଳ ଟ୍ରାଏଲ ହୋଇଛି ।

Coming soon 777 Charlie
ପଶୁ ଓ ମଣିଷର ପ୍ରେମକୁ ନେଇ ଆସୁଛି ଫିଲ୍ମ ‘୭୭୭ ଚାର୍ଲି’

ପଶୁ ଓ ମଣିଷର ଭଲ ପାଇବା ଅନନ୍ୟ। ଏହାର ପ୍ରମାଣ ରିଏଲ୍ ଲାଇଫ୍ ହେଉ ବା ରିଲ୍ ଲାଇଫ୍ ସବୁଥିରେ ଦେଖାଯାଇଛି। ତେବେ ଏ ସମ୍ବନ୍ଧୀୟ ଫିଲ୍ମ ଏବେ କମି କମି ଆସୁଥିବା ବେଳେ ସାମ୍ନାକୁ ଆସୁଛି ‘୭୭୭ ଚାର୍ଲି’।

Railway Minister Ashwini Vaishnaw flags off LHB coach at ICF
ଯାତ୍ରୀଙ୍କୁ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା; ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଲେ ରେଳ ମନ୍ତ୍ରୀ

ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Cannes-2022: Pooja Hegde lost all her outfits and makeup
କାନ୍‌ ଫେଷ୍ଟିଭାଲ୍ ପୂର୍ବରୁ ହଜେଇଦେଲେ ମେକ୍‌ଅପ୍-ଆଉଟ୍‌ଫିଟ୍; ଏମିତି ହେଲେ ସଜ

କାନ୍‌ ଫେଷ୍ଟିଭାଲ୍ ପାଇଁ ଯାଉଥିଲେ ଅଭିନେତ୍ରୀ ପୂଜା ହେଗ୍‌ଡେ। ସୁଟ୍‌କେସ୍‌ରେ ଥିଲା ମେକ୍‌ଅପ୍ ଆଉ ଆଉଟ୍‌ଫିଟ୍। ବାଟରେ ହଜିଗଲା ତାଙ୍କ ସୁଟ୍‌କେସ୍। କ’ଣ ପିନ୍ଧିଲେ ଆଉ କେମିତି ହେଲେ ସଜ ଜାଣିବା ପାଇଁ ପଢନ୍ତୁ।

Bhool Bhulaiyaa-2 movie review
ଦର୍ଶକଙ୍କୁ ପସନ୍ଦ ଆସିବ କି 'ଭୁଲ୍ ଭୁଲୈୟା ୨'

ରିଲିଜ୍ ହୋଇସାରିଛି 'ଭୁଲ୍ ଭୁଲୈୟା ୨'। କାର୍ତ୍ତିକ ଆର୍ଯ୍ୟାନଙ୍କ ସମେତ କିୟାରା ଆଭଭାନୀ ଓ ତବୁଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ତେବେ ଏହାର ପ୍ରଥମ ଭାଗ ସିନେ ପ୍ରେମୀଙ୍କୁ ଯେତିକି ଛୁଇଁଥିଲା ଏହା ସେଭଳି କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି।

Navjot Singh Sidhu surrenders in court, to be lodged in to be lodged in Patiala jail
୩୪ ବର୍ଷ ତଳର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌

ଗତକାଲି ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ହୋଇଥିବାବେଳେ ଆଜି ଜେଲ୍ ସେ ଜେଲ୍‌ ଯାଇଛନ୍ତି ।

Allahabad HC Adjourns Kashi Vishwanath Temple-Gyanvapi Mosque Dispute Case Till July 6
ଜ୍ଞାନବାପି ମସଜିଦ ମାମଲା: ୬ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

ଜ୍ଞାନବାପି ମସଜିଦ ମାମଲାକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣୀ ।

elon
ଏଲନ୍‌ ମସ୍କଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ : ପୂରା ଘଟଣା ଏମିତି...

ମସାଜ୍‌ ପାଇଁ ଡାକି ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

Pegasus spyware case supreme court give time of four week to technical committee
ପୁଣି ତେଜିଲା ପେଗାସସ୍ ମାମଲା; ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ପେଗାସସ୍‌ ମାମଲାରେ ଆଗାମୀ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ ।

Bollywood
ଶାହାରୁଖ-ଅମିତାଭ-ଅଜୟଙ୍କ ବିରୋଧରେ କୋର୍ଟରେ ମାମଲା

ବଡ଼ ବଡ଼ ସେଲିବ୍ରିଟି ଓ ନେତା ମନ୍ତ୍ରୀ ଏବଂ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିବାରେ ଏହି ସାମଜସେବୀ ରେସ୍‌ର ସବୁଠୁ ଆଗରେ ।

fan
ଆତ୍ମହତ୍ୟା ରୋକିବ ଫ୍ୟାନ୍‌ : ଓଜନ ବଢ଼ିଲେ ତଳକୁ ଖସିବ ସ୍ୱତନ୍ତ୍ର ପଙ୍ଖା

ଅବସରପ୍ରାପ୍ତ ପ୍ରଫେସରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ଫ୍ୟାନରେ ଅତ୍ମହତ୍ୟା କରିବାକୁ ଚେଷ୍ଟା କଲେ ସେ ତିଆରି କରିଥିବା ଫ୍ୟାନ୍ ତଳକୁ ଖସି ଆସିବ।

206 Kidney Stones Removed From 56-Year-Old Man
ମେଡିସିନ୍‌ ଖାଇବା ପରେ ଠିକ୍‌ ହୋଇଯାଉଥିଲେ, ହେଲେ ଅପରେସନ୍‌ ପରେ କିଡ୍‌ନୀରୁ ବାହାରିଲା ୨୦୬ ପଥର

ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ କିଡ୍‌ନୀରୁ ୨୦୬ଟି ପଥର ବାହାର କରାଯାଇଛି। କିଡ୍‌ନୀରୁ ଏତେ ସଂଖ୍ୟକ ପଥର ମିଳିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

'Attempt to Flare Up New Row, Alert Citizens': What PM Modi Told BJP on Language Debate
ଦେଶ ଏକ ବଡ଼ ଲକ୍ଷ୍ୟ ଆଡ଼କୁ ଅଗ୍ରସର: ମୋଦି

ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।

Tunnel Collapsed
ଜମ୍ମୁରେ ଭୁଶୁଡ଼ିଲା ନିର୍ମାଣାଧିନ ସୁଡ଼ଙ୍ଗ, ଚାପି ହୋଇ ରହିଛନ୍ତି ୧୦ ଶ୍ରମିକ

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।

Nikhat Zareen
ଦେଶ ପାଇଁ ଗର୍ବ ! ବକ୍ସିଂରେ ଭାରତର ନିଖତ୍‌ ଜରିନ୍‌ ବିଶ୍ୱ ଚାମ୍ପିଅନ, ଆଣିଲେ ସ୍ୱର୍ଣ୍ଣ ପଦକ

ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି ।