• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ତିଥି – ୯ମୀ ଦିବା ୧୦/୪୫/୪୨ ଗତେ ୧୦ମୀ ,ଚନ୍ଦ୍ର- ୯ମୀ ଦିବା ୦୪/୨୭ ଗତେ ମୀନ, ଘାତ ଚନ୍ଦ୍ର- ମୀଥୁନ ଓ ମୀନ ରାଶିରେ , ଦିବା ୦୪/୨୭ ଗତେ ଧନୁ ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦/୩୪/୧୨ ଗତେ ୧ ପାଦ କୃଷିହାନି- ଭୂମିଦାନ ।

ଶୁଭ ସମୟ- :- ପ୍ରାତଃ ୦୫/୧୨/୧୦ ରୁ ୦୬/୫୦/୦୧, ଦିବା ୦୯/୩୩/୦୭ ରୁ ୧୨/୦୯/୪୧, ଦିବା ୦୨/୩୭/୦୯ ରୁ ୦୫/୨୨/୪୯, ସଧ୍ୟା ୦୬/୧୫/୦୦ ରୁ ୦୬/୫୮/୪୮, ରାତ୍ରି ୦୮/୫୯/୧୪ ରୁ ୦୯/୫୩/୫୯,ରାତ୍ରି ୧୨/୦୫/୨୨ ରୁ ୦୨/୧୬/୪୬ ।

ଅଶୁଭ ସମୟ :- ରାହୁକାଳ- ଦିବା ୦୨/୫୯/୧୭ ରୁ ୦୪/୩୭/୦୯, କାଳବେଳା-ଦିବା ୦୧/୨୧/୨୬ ରୁ ୦୨/୫୯/୧୭,ବାରବେଳା –ପ୍ରାତଃ ୦୬/୫୦/୦୧ ରୁ ୦୮/୨୭/୫୨,କାଳରାତ୍ରି- ରାତ୍ରି ୦୭/୩୭/୦୭ ରୁ ୦୮/୫୯/୧୪ ।

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-

  • ବାରମ୍ବାର ଚେଷ୍ଟା କରି କିଛିଟା ସୁଫଳ ପାଇବେ
  • ରାଜନୀତିରେ ବିରୋଧୀର ସମ୍ମୁଖୀନ ହେଲେ ମଧ୍ୟ ବିରୋଧି ପକ୍ଷ କିଛି କ୍ଷତି କରି ପାରିବେ ନାହିଁ
  • ଛାତ୍ର ମାନେ ମୈଳିକ ବୃଦ୍ଧିର ଉପଯୋଗ କରିବେ

ପ୍ରତିକାର – ମା ବଗଳାମୁଖିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ବୃଷ:-

  • ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ
  • ନୂତନ କର୍ମ କ୍ଷେତ୍ରରେ ଯୋଗଦାନ ଦେଇ ପାରନ୍ତି
  • ବ୍ୟବସାୟରେ ଲାଗିରହିଥିବା ପ୍ରତିଦ୍ୱନ୍ଦିତା କମ ହେବ

ପ୍ରତିକାର – ଇଷ୍ଟଦେବ ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:-

  • ଅସ୍ଥିରତା କାରଣରୁ କୈଣସି କାର୍ଯ୍ୟକୁ ଠିକ ଭାବ ରେ କରିପାରିବେ ନାହିଁ
  • କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତ୍ରୁ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବ
  • ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ପ୍ରତିକାର – ବୁଧଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

  • ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଦେଖା ଦେଇପାରେ , ପରିଶ୍ରମ ମୁତାବକ ଫଳ ପାଇ ପାରିବେ ନାହିଁ
  • ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି
  • ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ

ପ୍ରତିକାର – ଶ୍ରୀ ଗଣେଷଙ୍କର ମନ୍ତ୍ର ପାଠ କରନ୍ତୁ ।

ସିଂହ:-

  • ପୁରାତନ ରୋଗର ପିଡା ଅପେକ୍ଷା କୃତ କମ ରହିବ
  • ଛାତ୍ରଛାତ୍ରୀ ମାନେ ପଢାପଢିରେ ମନ ଦେବେ
  • ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ

ପ୍ରତିକାର - ନିଜର କୂଳ ଦେବତାଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା:-

  • ଅନେକ ଦିଗରୁ ଅର୍ଥ ପ୍ରାପ୍ତି ଯୋଗ ରହିଛି
  • ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ
  • ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ

ପ୍ରତିକାର – ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ତୁଳା:-

  • ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ
  • ଯାତ୍ରା ସମୟରେ ଦିର୍ଘଟଣାର ଶିକାର ହୋଇ ପାରନ୍ତି
  • ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ

ପ୍ରତିକାର – ମା ମହାଲକ୍ଷ୍ମୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତ

ବିଛା:-

  • ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ
  • ଶିକ୍ଷାତ୍ରୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ
  • ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ

ପ୍ରତିକାର – ମଙ୍ଗଳାଙ୍କ ମନ୍ତ୍ର ଜପ କରନ୍ତୁ

ଧନୁ:-

  • ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ
  • ରାଜନୀତି କ୍ଷେତ୍ରରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖି ପାରିବେ
  • ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ

ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:-

  • ମାନସିକ ଉଦବେଗ ବୃଦ୍ଧହେବା ସହିତ ପେଟ ଜନିତ ସମସ୍ୟା ବୃଦ୍ଧି ହୋଇପାରେ
  • ଦ୍ରବ୍ୟନଷ୍ଟ, ବା ଚୋରି ହେବା ସମ୍ଭାବନା ରହିଛି
  • ଲୋକମାନେ ଶତ୍ରୁତା ଆଚରଣ କରିବେ, ନାନା କ୍ଷତି, ମନ ଦୁଃଷେର ସମୟ ଅତିବାହିତ ହେବ

ପ୍ରତିକାର - ମା କାଳୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

କୁମ୍ଭ :-

  • ପୂର୍ବରୁ କରିଥିବା ଭୁଲ କର୍ମ ପାଇଁ ପ୍ରାୟଶ୍ଚିତ କରିପାରନ୍ତି
  • ପ୍ରାୟତଃ ସବୁ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ
  • ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ

ପ୍ରତିକାର - ଶନିଙ୍କର ଗାୟତ୍ରି ମନ୍ତ୍ର ଜପ କରନ୍ତୁ

ମୀନ :-

  • ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ
  • ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ
  • ମହିଳା ମାନେ ସୁଯୋଗ ବାଦି ରହିବେ , ଶିକ୍ଷାତ୍ରି ମାନେ ଅଧ୍ୟୟନ ରତ ରହିବେ

ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)