• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Woman, 2 Daughters Found Dead In Delhi
ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ଦୁନିଆ ଛାଡ଼ିବା ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି ନୋଟ୍‌...

ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।

Blind village of Mexico where every human and animals are blind
ଅଜବ ଗାଁ; ମଣିଷରୁ ପଶୁ ଯିଏ ଜନ୍ମ ହେଲା ସିଏ ଅନ୍ଧ ହେଲା

ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…

Man bought a second hand bicycle and worshiped with son
ପୁରୁଣା ସାଇକେଲ୍ ଆଣିଦେଲା ମର୍ସିଡିଜ୍ କାର୍‌ର ଖୁସି

ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।

 Petrol Diesel Prices Today
ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।

Daily Horoscope
ଆଜି ଏହି ୩ଟି ରାଶିର ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ଆସିପାରେ...

ଆଜି ୨୦୨୨ମସିହା, ମେ ମାସ, ୨୨ ତାରିଖ, ରବିବାର, ବୃଷ, ୮ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

tomato flu
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଛନକା : ଭୁବନେଶ୍ୱର AIIMS ଓ କ୍ୟାପିଟାଲ ହସ୍ପିଟାଲ ମୁହାଁ ଲକ୍ଷଣଯୁକ୍ତ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି

In Ukraine Indian man builds bomb shelter worth rs 80 lakh
୮୦ ଲକ୍ଷ ଖର୍ଚ୍ଚ କରି ପୋଷା ବିଲେଇଙ୍କ ପାଇଁ ବୋମା ଘର ତିଆରି କଲେ ଭାରତୀୟ ନାଗରିକ

ୟୁକ୍ରେନ୍‌ରେ ଫସିଛନ୍ତି ଭାରତୀୟ ଡାକ୍ତର। ନିଜ ପୋଷା ବିଲେଇଙ୍କୁ ରକ୍ଷା କରିବା ନେଇ ତିଆରି କଲେ ବୋମା ଆଶ୍ରୟସ୍ଥଳ ଓ ବାଡ। ଏନେଇ ସେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

 Monkeypox
ୟୁରୋପ ଓ ଆମେରିକାରେ ମଙ୍କି ପକ୍ସ ଭୟ : ଦିନକୁ ଦିନ ବ‍ଢ଼ୁଛି ସଂକ୍ରମଣ

ମଙ୍କି ପକ୍ସ ଏକ ବିରଳ ଭୂତାଣୁ ସଂକ୍ରମଣ । ଏହା ଠିକ୍ ବସନ୍ତ ରୋଗ ଭଳି । ୧୯୫୮ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା

Dhanush issues legal notice against Madurai couple
ଅଡୁଆରେ ଧନୁଷ; ବାପା-ମାଆ କିଏ...ଉଠିଛି ବିବାଦ

ନକଲି ବାପା-ମାଆଙ୍କୁ ନେଇ ଏବେ ଚର୍ଚ୍ଚାରେ ଧନୁଷ। ମଦୁରୈର ଜଣେ ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ତାଙ୍କର ଜନ୍ମକଲା ପୁଅ। କିନ୍ତୁ ଏହି କଥାକୁ ସ୍ୱୀକାର କରି ନାହାନ୍ତି ଧନୁଷ।

 A naked woman storms the red carpet
ଆମ ଉପରେ ଦୁଷ୍କର୍ମ ବନ୍ଦ କର: କାନ୍ସ ରେଡ୍‌ କାର୍ପେଟ୍‌ରେ ଯୁବତୀଙ୍କ ବିକ୍ଷୋଭ

ଲାଲ ରଙ୍ଗରେ ଅଧା ପୋଷାକ ପିନ୍ଧିଥିବା ଯୁବତୀ ଜଣକ ରେଡ୍‌ କାର୍ପେଟ୍‌ ଉପରକୁ ଚଢିଆସିଥିଲେ।

Viral Video
ସଲାମ୍‌ ଆଈମା’ : ୱେଟଲିପ୍ଟିଂ କରି ନାତିକୁ ଚ୍ୟାଲେଞ୍ଜ କରୁଛନ୍ତି ୮୦ ବର୍ଷିୟ ମହିଳା

ଆଈ ମା’ କରୁଛନ୍ତି ୱେଟଲିପ୍ଟିଂ । ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

R Praggnanandhaa Defeats World Chess Champion Magnus Carlsen
ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ପରାସ୍ତ କଲେ ୧୬ ବର୍ଷୀୟ ରାମବାବୁ ପ୍ରଜ୍ଞାନାନନ୍ଦା

ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।

special story
ନିଆରା ମଣିଷଙ୍କ ନିଆରା କାମ : ରାସ୍ତା କଡ଼ରେ ଭଜନ ଗାଇ ଦିବ୍ୟାଙ୍ଗଙ୍କ ସାହାରା ସାଜୁଛନ୍ତି ଦିବ୍ୟାଙ୍ଗ

ଭଜନ ସନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କରୁଛନ୍ତି, ନିଜର ଓ ଅନ୍ୟର ସାହାରା ସାଜିଛନ୍ତି ।

Monkeypox: Odisha On Alert
ମଙ୍କିପକ୍ସକୁ ନେଇ ଓଡ଼ିଶାରେ ଆଲର୍ଟ, ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍‌ କରନ୍ତୁ

ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍‌କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।

Viral Video: Dog Helps Monkey Steal A Packet Of Chips From Shop
କୁକୁର ପିଠିରେ ବସି ଚିପ୍ସ ପ୍ୟାକେଟ୍‌ ଚୋରି କଲା ମାଙ୍କଡ

କୁକୁର ଉପରେ ଛିଡ଼ା ହୋଇ ଚିପ୍ସ ପ୍ୟାକେଟ୍‌ ଚୋରି କରୁଛି ମାଙ୍କଡ, ଦେଖନ୍ତୁ ଏହି ଭିଡିଓ...

33 Killed In Lightning StrikesIn Bihar
ଆକାଶରୁ ଖସିଲା ମୃତ୍ୟୁ, ନେଇଗଲା ୩୩ ଜୀବନ

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।

Meet Priti Adani wife of Gautam Adani whose foundation work for social cause
ଦେଶ ପାଇଁ କରିଛନ୍ତି ଅନେକ କାମ, ହେଲେ ଚର୍ଚ୍ଚାରୁ ବହୁ ଦୂରରେ ପ୍ରୀତି ଆଦାନୀ

ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

special report
ଭୁଲରେ ଲୁଗା କାନିକୁ ଓଲଟାଇ ପିନ୍ଧିଦେଲେ ମହିଳା : ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ପରିବାର ଲୋକ

ସାମାନ୍ୟ କଥା ପାଇଁ ମୀନାଙ୍କ ପରିବାର ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ।

Navjot Singh Sidhu
ଜେଲ୍‌ରେ କିପରି ରାତି କାଟିଲେ ସିଦ୍ଧୁ ?

ଜେଲ୍‌ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍‌ ଖାଇ ଶୋଇ ପଡ଼ିଥିବାର ଜେଲ୍‌ର ଅଧିକାରୀ ସୂଚନା ଦେଇଛନ୍ତି ।

Shocking US Woman Charged $40
ହସ୍ପିଟାଲ୍‌ରେ କାନ୍ଦି ପକାଇବାରୁ ଫାଇନ୍‌ ଗଣିଲେ ମହିଳା, ବିଲ୍‌ ଆସିଲା- ୩,୧୦୦ ଟଙ୍କା

କାନ୍ଦିଲେ ବୋଲି ଗଣିଲେ ତଣ୍ଡ। ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଏକାଥରେ ୩ ହଜାର ଟଙ୍କା ଦେଇଛନ୍ତି ଜଣେ ମହିଳା। କଥାଟା ଯେକେହିବି ଶୁଣିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଘଟଣାଟି ସତ।

Gold and silver prices rise again: Check rates in Bhubaneswar, Cuttack today
ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ଭୁବନେଶ୍ୱର ଓ କଟକର ରେଟ୍‌

ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।

Monkeypox outbreak: Govt alerts NCDC, ICMR to close watch, send samples to NIV. See details here
ମଙ୍କିପକ୍ସକୁ ନେଇ କେନ୍ଦ୍ରର ସତର୍କ ସୂଚନା; ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ମଙ୍କିପକ୍ସ ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ...

Delhi University professor arrested over social media post on Gyanvapi Mosque
ଶିବଲିଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଥଟ୍ଟା ପଡ଼ିଲା ମହଙ୍ଗା, ଗିରଫ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌

ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ରତନ ଲାଲ ଗିରଫ ହୋଇଛନ୍ତି ।

Newly Married Woman Kills Herself
ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ଶେଷ ଇଚ୍ଛା ଲେଖିଲେ ନବବିବାହିତା, ‘ମୁଁ ମରିଗଲେ...’

ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’... ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ।