/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653321894.jpg)
Vinai Saxena
ବିନୟ କୁମାର ସାକ୍ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତ । ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ । ଏହାପୂର୍ବରୁ ଅନିଲ ବୈଜଲ ଏହି ଦାୟିତ୍ୱରେ ରହିଥିଲେ । ବ୍ୟକ୍ତିଗତ କାରଣରୁ ସେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।
Advertisment
ଅନ୍ୟପଟେ ବିନୟ କୁମାର ସକ୍ସେନା ଏହା ପୂର୍ବରୁ ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବିଭାଗର କମିଶନ ଭାବେ ଦାୟିତ୍ୱ ଭାର ସମ୍ଭାଳିଥିଲେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାରଙ୍କୁ ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବରେ ନିଯୁକ୍ତି ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)