ପ୍ରତିଦିନ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାପାରାଜିମାନେ ଷ୍ଟାର୍ମାନଙ୍କୁ ସ୍ପଟ୍ କରନ୍ତି। ଆଜି ଏହି ଧାରାରେ ଯେତେବେଳେ ଈଶା ଦେଓଲ ବିମାନବନ୍ଦରରେ ନଜର ଆସିଥିଲେ, ଏକ ଇଭେଣ୍ଟରେ ଜ୍ୟାକଲିନ୍ ନଜର ଆସିଥିଲେ ଆଉ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ।
ଭାଲେଣ୍ଟାଇନ ଡେ'ରେ ଜେଲରେ ଥାଇ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିପ୍ଟ କଲା ଠକ ସୁକେଶ ଚନ୍ଦ୍ରଶେଖର । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲେଖିଦେଲା ଏମିତି କଥା
ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…
ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍ଲିନ୍ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…